Below header

ଧର୍ମଗଡ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଅଦ୍ଭୂତ ଶିଶୁ ଜନ୍ମ

କଳାହାଣ୍ଡି (କେନ୍ୟୁଜ୍) : ଧର୍ମଗଡ଼ ବ୍ଲକ ପର୍ଲା ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରରେ ଏକ ଅଦ୍ଭୂତ ଶିଶୁ ଜନ୍ମ ହୋଇଛି। ଶିଶୁଟିର ଜନ୍ମବେଳେ ୨ ହାତ ଥିବା ବେଳେ ଗୋଟିଏ ଗୋଡ ରହିଛି। ଏହା ସପ୍ତଫେଣି ପରି ଦେଖାଯାଉଛି। ଉଭୟ ମାଆ ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି। ହାତୀପଖାନ ଗ୍ରାମର ଜୟନ୍ତୀ ଓ ତ୍ରିପାଳ ଖରସେଲଙ୍କ ଇଏ ପ୍ରଥମ ସନ୍ତାନ ବୋଲି ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.