ଡେଲାଙ୍ଗ : ରେଳଲାଇନ କଡ଼ରେ ମିଳିଲା ଅଜଣା ଯୁବକଙ୍କ ମୃତଦେହ

ପୁରୀ(କେନ୍ଯୁଜ୍) : ପୁରୀ ଜିଲ୍ଲା ଡ଼େଲାଙ୍ଗ ଜଗଦଳପୁର ଲେବୁଲ କ୍ରସିଂ ଠାରେ ରେଳ ଲାଇନ
କଡ଼ରେ ଏକ ଅଜଣା ଯୁବକର ମୂର୍ମୁଷ ଅବସ୍ଥାରେ ପଡ଼ିଥିଲେ । ସ୍ଥାନୀୟ ଅଗ୍ନୀଶମ ବିଭାଗ
କର୍ମଚାରୀ ପହଂଚି ତାଙ୍କୁ ଉଦ୍ଧାର କରି ପ୍ରଥମେ ଡ଼େଲାଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ
ସେଠାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପଟାଲକୁ
ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଥିବାର ଜଣା ପଡ଼ିଛି । ତେବେ
ଯୁବକଙ୍କ ପରିଚୟ ମିଳିାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.