ଆଜିଠୁ ଏସ୍‌ପ୍ଲାନେଡ ମଲ୍‌ ପାର୍କିଂରେ ବିଏମସି ପକ୍ଷରୁ ଟିକା ବ୍ୟବସ୍ଥା, ଜମିଛି ରାଜଧାନୀବାସୀଙ୍କ ଭିଡ

ଭୁବନେଶ୍ବର: ଏସପ୍ଲାନେଡ ମଲ୍‌ରେ ଟିକାଦାନ । ୪୫ ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ଦ୍ୱିତୀୟ ଡୋଜ୍‌ ଦେବା ପାଇଁ ଏସ୍‌ପ୍ଲାନେଡ ମଲ୍‌ ପାର୍କିଂରେ ଟିକା ବ୍ୟବସ୍ଥା କରିଛି ବିଏମସି ।

ଆଜିଠୁ ଟିକା ଦେବାକୁ ସ୍ଲଟ ଆବଣ୍ଟନ ହୋଇଛି  । ଆଜି ଟିକା ନେବା ପାଇଁ ମଲ୍‌ ପାଖରେ ରାଜଧାନୀବାସୀଙ୍କ ଭିଡ ଜମିଛି । ଦିନକୁ ୨୦୦ରୁ ୩୦୦ ଲୋକଙ୍କୁ ଟିକା ଦିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.