Below header

ଓଲଟିଲା କୁକୁଡା ବୋଝେଇ ଗାଡି, ଯିଏ ଯେତେଟା ପାରିଲେ ବୋହିନେଲେ

ଓଲଟିଲା କୁକୁଡା ବୋଝେଇ ଗାଡି । ମନ ଇଚ୍ଛା ବୋହିନେଲେ ଲୋକ । ଯିଏ ଯେତେଟା ପାରିଲେ ନେଲେ ।

ନୂଆପଡା : ଓଲଟିଲା କୁକୁଡା ବୋଝେଇ ଗାଡି । ମନ ଇଚ୍ଛା ବୋହିନେଲେ ଲୋକ । ଯିଏ ଯେତେଟା ପାରିଲେ ନେଲେ । ନୂଆପଡା ଜିଲ୍ଲା କୋମନା ବ୍ଲକ ଭେଳା ସ୍ଥିତ ବିଜୁ ଏକ୍ସପ୍ରେସ ରାସ୍ତାରେ ଭାରସାମ୍ୟ ହରାଇ କୁକୁଡା ବୋଝେଇ ଗାଡିଟି ଓଲଟି ପଡିଥିଲା ।

ସ୍ଥାନୀୟ ଲୋକ ଆସି ଶହ ଶହ କୁକୁଡା ବୋହିନେଲେ । ମଲା କୁକୁଡ଼ାକୁ ବି ଛାଡ଼ିଲେନି । ଦୁର୍ଘଟଣାର ଅଳ୍ପକେ ବର୍ତ୍ତିଯାଇଛନ୍ତି ଡ୍ରାଇଭର । ଘଟଣା ସ୍ଥଳରେ ପହଞ୍ଚି କୋମନା ପୋଲିସ ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.