Below header

ମାଓବାଦୀଙ୍କ ବଡ଼ ଧରଣର ମିଲିଟାରୀ ଟ୍ରେନିଂର ଭିଡିଓ ଭାଇରାଲ୍, ସୁକମା ଏବଂ ବିଜାପୁର ସୀମାରେ ନକ୍ସଲଙ୍କ ଏକ ବିରାଟ ମେଳି

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାରୁ ସାମ୍ନାକୁ ଆସିଛି ମାଓବାଦୀଙ୍କ ନୂଆ ଭିଡିଓ । ଭିଡିଓରେ ମାଓବାଦୀ ମାନେ ଟ୍ରେନିଂ ନେଉଥିବା ଦେଖିବାକୁ ମିଳିଛି । ଏହି ଭିଡିଓରେ ବହୁ ଟପ୍‌ ମାଓବାଦୀ ମଧ୍ୟ ନଜରକୁ ଆସିଛନ୍ତି । ପୋଲିସ ଆକ୍ରମଣକୁ ପ୍ରତିହତ କରିବା ପାଇଁ ମାଓବାଦୀଙ୍କୁ ଟ୍ରେନିଂ ଦେଉଛି ସଂଗଠନ । ନିକଟରେ ସୁକମା ଏବଂ ବିଜାପୁର ସୀମାରେ ନକ୍ସଲଙ୍କ ଏକ ବିରାଟ ମେଳି ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.