ଭିଜିଲାନ୍‌ସ ଜାଲରେ ପୋଲିସ ବାବୁ

ମାଲକାନାଗିରି(କେନ୍ୟୁଜ୍): ଭିଜିଲାନ୍‌ସ ଜାଲରେ ପୋଲିସ ବାବୁ। କଟକ ଭିଜିଲାନ୍‌ସ ପଞ୍ଛାରେ ପଡିଛନ୍ତି ସଦର ମହକୁମା ଥାନାର ୩ ପୋଲିସ ଅଧିକାରୀ । ଏକ ଘରୋଇ କଲେଜ କର୍ତ୍ତୁୁପକ୍ଷଙ୍କ ଠାରୁ ଲାଞ୍ଚ ନେବାବେଳେ ଧରାପଡିଥିଲେ। IIC ରଞ୍ଜନ ସାହୁ, SI ମାନସ ରଞ୍ଜନ ସାହୁ, SI ସୁନୀଲ କୁମାର ସାହୁଙ୍କୁ ଜୟପୁରରେ ଅଟକ ରଖି ପଚରା ଉଚରା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.