ଘଟଗାଁ ବ୍ଲକ ମୁକୁନ୍ଦପୁରପାଟଣା ଜିଆରଏସଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକାସାଙ୍ଗରେ ୪ଟି ସ୍ଥାନରେ ଚାଲିଛି ଚଢାଉ

କେନ୍ଦୁଝର(କେନ୍ଯୁଜ): କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ମୁକୁନ୍ଦପୁରପାଟଣା ଜିଆରଏସଙ୍କ ଘରେ ଭିଜିଲାନ୍ସ ବିଭାଗର ଚଢ଼ାଉ। ଜିଆରଏସ ସୌଭାଗ୍ୟଲକ୍ଷ୍ମୀଙ୍କ ବାସଭବନ, ଅଫିସ ଏବଂ ହୋଟେଲ ସମେତ ୪ଟି ସ୍ଥାନରେ ଏକାସାଙ୍ଗରେ ଯାଞ୍ଚ କରୁଛି ଭିଜିଲାନ୍ସ ଟିମ୍।

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜିଆରଏସ ସୌଭାଗ୍ଯଲକ୍ଷ୍ମୀ ତ୍ରିପାଠୀଙ୍କ ଘରେଏହି ଚଢ଼ାଉ ଜାରି ରହିଛି। କେନ୍ଦୁଝର ଓ ବାଲେଶ୍ବର ଭିଜିଲାନ୍ସ ବିଭାଗର ୩ ଟିମ ଏହି ଚଢାଉ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.