Below header

ଝାରସୁଗୁଡା : ଲାଂଚ ନେଇ ଧରାପଡିଲେ BEO ଅଫିସର ଏକାଉଣ୍ଟାଣ୍ଟ

ଝାରସୁଗୁଡା : ଲଖନପୁର ବ୍ଲକ ଶିକ୍ଷା କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ। ୬ହଜାର ଟଙ୍କା ଲାଂଚ ନେଇ ଧରାପଡିଲେ ବିଇଓ ଅଫିସ ର ଏକାଉଣ୍ଟାଣ୍ଟ ଅରୁଣ କୁମାର ପାଢୀ । କଣ୍ଡେଇକେଲାର ସିଆରସିସି ସତ୍ୟନାରାୟଣ ବେହେରା ଙ୍କୁ ପ୍ରାଇମେରୀ ସ୍କୁଲ ର ଶିକ୍ଷକ ମାନଙ୍କୁ ଇଂକ୍ରିମେଣ୍ଟ ବିଲ କରେଇଦେବା କୁ ୬ ହଜାର ଟଙ୍କା ଦାବି କରିଥିଲେ ଅରୁଣ କୁମାର ପାଢୀ। ତେବେ ସତ୍ୟନାରାୟଣ ବେହେରା ଏନେଇ ଭିଜିଲାନ୍ସ କୁ ଅଭିଯୋଗ କରିଥିଲେ । ଏବଂ ଏକାଉଣ୍ଟାଣ୍ଟଙ୍କର ଅଫିସରେ ୬ ହଜାର ଟଙ୍କା ନେଲା ସମୟରେ ଭିଜିଲାନ୍ସ ଟିମ ଚଢ଼ାଉ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.