Below header

ଭିଜିଲାନ୍ସ ଜାଲରେ ରାଜଗାଙ୍ଗପୁର ପୌର ପରିଷଦର ନିର୍ବାହୀ ଅଧିକାରୀ ଓ ସହକାରୀ ଯନ୍ତ୍ରୀ

ରାଜଗାଙ୍ଗପୁର(କେନ୍ୟୁଜ୍) : ଲାଞ୍ଚ ନେଇ ଧରା ପଡ଼ିଲେ ରାଜଗାଙ୍ଗପୁର ପୌର ପରିଷଦର ନିର୍ବାହୀ ଅଧିକାରୀ ଓ ସହକାରୀ ଯନ୍ତ୍ରୀ। ବିଲ୍‌ ପାସ କରାଇବାକୁ ୨୪ ହଜାର ଟଙ୍କା ଲାଞ୍ଚ ମଗାଯାଇଥିବା ନେଇ ସ୍ଥାନୀୟ ଜଣେ ଠିକାଦାର ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଠିକାଦାର ଜଣଙ୍କ ଲାଞ୍ଚ ଦେଉ ଥିବା ସମୟରେ, ଭିଜିଲାନ୍ସ ଅଧିକାରୀ ଚଢାଉ କରି ଉଭୟ ଅଧିକାରୀଙ୍କୁ ଧରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.