ବିଜୟଓ୍ୱାଡାରେ ପହଁଚିଲେ ବିଜୟ ମହାନ୍ତି, ଓଡିଶା ଫେରାଇ ଆଣିବାକୁ ଯାଇଛନ୍ତି ଡାକ୍ତରୀ ଟିମ୍ ସହ ଆମ୍ବୁଲାନ୍ସ

ଭୁବନେଶ୍ବର(କେନ୍ଯୁଜ୍): ଗତକାଲିଠାରୁ ବିଜୟ ମହାନ୍ତିଙ୍କୁ ଓଡିଶା ଫେରାଇ ଆଣିବାକୁ ଆମ୍ବୁଲାନ୍ସ ଓ ଡାକ୍ତରୀ ଟିମଙ୍କୁ ହାଇଦ୍ରାଦାଦ୍  ପଠାଯାଇଛି। ଡାକ୍ତରୀ ଟିମ୍ ଗତକାଲି ହାଇଦ୍ରାବାଦରେ ପହଞ୍ଚି ସେଠାରେ ଚିକିତ୍ସା କରୁଥିବା ଡାକ୍ତରୀ ଦଳଙ୍କ ସହ ଆଲୋଚନା କରିଥିଲେ। ବର୍ତ୍ତମାନ ସେଠାରୁ ସେ ବାହାରି ବିଜୟଓ୍ୱାଡା ଯାଏ ପହଁଚି ସାରିଲେଣି । ସୂଚନା ମୁତାବକ ସାଂସଦ ଅପରାଜିତା ଷଡଙ୍ଗୀ ବିଜୟଙ୍କୁ ଓଡିଶା ଫେରାଇ ଆଣିବାର ଦାୟିତ୍ବ ନେଇଛନ୍ତି। ଏନେଇ ସେ ବିଜୟଙ୍କ ପରିବାର ସହ ମଧ୍ଯ କଥା ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.