Below header

ବିଶାଖା-ରାୟଗଡ ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ, ସମସ୍ତ ଯାତ୍ରୀ ସୁରକ୍ଷିତ

ବିଶାଖାପାଟଣାରୁ ଭବାନୀପାଟଣା ଆସୁଥିବା ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ । ବିଜୟାନଗରମ କତବାଲାସା ନିକଟରେ ଲାଇନଚ୍ୟୁତ ହୋଇଛି ବିଶାଖା-ରାୟଗଡ ପାସେଞ୍ଜର ଟ୍ରେନ।

ବିଶାଖାପାଟଣାରୁ ଭବାନୀପାଟଣା ଆସୁଥିବା ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ । ବିଜୟାନଗରମ କତବାଲାସା ନିକଟରେ ଲାଇନଚ୍ୟୁତ ହୋଇଛି ବିଶାଖା-ରାୟଗଡ ପାସେଞ୍ଜର ଟ୍ରେନ। ଟ୍ରାକ୍ ଚେଞ୍ଜ ବେଳେ ଅଘଟଣ ଘଟିଛି । ଲୋକପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଡ଼ ଦୁର୍ଘଟଣାରୁ ଏଡାଯାଇ ପାରିଛି । ବିଜୟନଗରମ ଓ ବିଶାଖାପାଟଣାରୁ ଉଦ୍ଧାରକାରୀ ଟିମ ପହଞ୍ଚିଛନ୍ତି। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। କେବଳ ଲୋକୋ ପାଇଲଟ ସାମାନ୍ୟ ଆହତ ହୋଇଛନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.