ଝାରସୁଗୁଡ଼ା-ଗୌନ୍ଦିଆ ପାସେଞ୍ଜର ଟ୍ରେନରେ ସର୍ଟସର୍କିଟ, ଆତଙ୍କିତ ଯାତ୍ରୀ
ଝାରସୁଗୁଡ଼ା: ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଝାରସୁଗୁଡ଼ା - ଗୌନ୍ଦିଆ ପାସେଞ୍ଜର । ଝାରସୁଗୁଡ଼ା ରେଳ ଷ୍ଟେସନର ୨ ନମ୍ବର ପ୍ଲାଟଫର୍ମରେ ପଶିବା ବେଳକୁ ହେଲା ସର୍ଟ ସର୍କିଟ ଯୋଗୁଁ ବିଦ୍ୟୁତ ତାର ଛିଣ୍ଡିଲା । ପ୍ୟାଣ୍ଟ୍ରି କାରରୁ ବିଦ୍ୟୁତ୍ ପ୍ରବାହିତ ହୋଇ ବଗି ଗୁଡ଼ିକର ବୈଦ୍ୟୁତିକ…