Below header

ବ୍ୟାସନଗରରେ ବିଜେଡି ନେଲା ୧୫, କଂଗ୍ରେସକୁ ୫ ଓ ବିଜେପିକୁ ମିଳିଲା ୩ଟି ଆସନ

ଯାଜପୁର ରୋଡ଼ (କେନ୍ୟୁଜ୍‌) : ବ୍ୟାସନଗରରେ ବିଜେଡି ପରିଷଦ ଗଠନ କରିବ ଏବଂ ଏହାର ସଂଗୀତା ପିଙ୍ଗୁଆ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି ।

ଅଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ (ବିଜେଡି)

ୱାର୍ଡ ନଂ1–ବିଜୟ କୁମାର ଜେନା(ବିଜେଡି)
ୱାର୍ଡ ନଂ2-କୁନି ହାଂସଦା(ବିଜେପି)
ୱାର୍ଡ ନଂ3-ସରୋଜିନୀ ନାୟକ(କଂଗ୍ରେସ)
ୱାର୍ଡ ନଂ4-ରଶ୍ମିତା ଖୁଣ୍ଟିଆ (ବିଜେଡି)
ୱାର୍ଡ ନଂ5-ଇଂ ମୋନାଲିସା ସାହୁ(ବିଜେଡି)
ୱାର୍ଡ ନଂ6-ସୁଜାତା ପ୍ରିୟଦର୍ଶିନୀ ପରିଡା(ବିଜେଡି)
ୱାର୍ଡ ନଂ7-ଟୁନିଆ ନାୟକ(ବିଜେଡି)
ୱାର୍ଡ ନଂ8-ଅଶୋକ କୁମାର ଦାସ(ସ୍ବାଧିନ)
ୱାର୍ଡ ନଂ9-ମଣିନ୍ଦ୍ର କୁମାର ସାହୁ(ବିଜେଡି)
ୱାର୍ଡ ନଂ10-ରଶ୍ମିତା ରାଉତ(ବିଜେପି)
ୱାର୍ଡ ନଂ11-ସସ୍ମିତା ଜେନା(ବିଜେଡି)
ୱାର୍ଡ ନଂ12-ସନ୍ତୋଷ କୁମାର ବରାଳ(ସ୍ବାଧିନ)
ୱାର୍ଡ ନଂ13-ବୁଦୁନୀ ଦରାଇ(ବିଜେପି)
ୱାର୍ଡ ନଂ14-ସିଦ୍ଧାର୍ଥ ସାମଲ(ବିଜେଡି)
ୱାର୍ଡ ନଂ15-ସୁବାସ ଚନ୍ଦ୍ର ବଳ(ବିଜେଡି)
ୱାର୍ଡ ନଂ16-ଶିବାନନ୍ଦ ନାୟକ(ସ୍ବାଧିନ)
ୱାର୍ଡ ନମ୍ବର ୧୭. ସସ୍ମିତା ତରାଇ (କଂଗ୍ରେସ)
ୱାର୍ଡ ନମ୍ବର ୧୮. ଭରତ ଓଝା (କଂଗ୍ରେସ)
ୱାର୍ଡ ନମ୍ବର ୧୯. ଅରୁନ୍ଧତୀ ପରିଡା (କଂଗ୍ରେସ)
ୱାର୍ଡ ନମ୍ବର ୨୦. ସରୋଜିନୀ ସେଠୀ (ବିଜେଡି)
ୱାର୍ଡ ନମ୍ବର ୨୧.ଉର୍ମିଳା ପରିଡା (ବିଜେଡି)
ୱାର୍ଡ ନମ୍ବର ୨୨. କୁମୁଦିନୀ ରାଉତ (ବିଜେଡି)
ୱାର୍ଡ ନମ୍ବର ୨୩. ପାର୍ଥ ସାରଥି ନାୟକ (ବିଜେଡି)
ୱାର୍ଡ ନମ୍ବର ୨୪. ଅଶୋକ ରାଉତ (ବିଜେଡି)
ୱାର୍ଡ ନମ୍ବର ୨୫. ଦିଲ୍ଲୀପ ସେଠୀ(ବିଜେଡି)
ୱାର୍ଡ ନମ୍ବର ୨୬. ରବୀନ୍ଦ୍ର ରାଉତ (କଂଗ୍ରେସ)

ବ୍ୟାସନଗରରେ ମୋଟ୍‌ ୨୬ଟି ୱାର୍ଡରୁ ବିଜେଡି ୧୫, କଂଗ୍ରେସ ୫, ବିଜେପି ୩ ଏବଂ ସ୍ଵାଧୀନ ପ୍ରାର୍ଥୀ ୩ଟି ଓ୍ଵାର୍ଡ଼ରେ ବିଜୟୀ ହୋଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.