ରାଜନୀତିରେ କିଏ ରାମ ଓ ରାବଣ? ଭିନ୍ନ ଭିନ୍ନ ମତ ଦେଲେ ପ୍ରମୁଖ ରାଜନେତା

କାଲି ଜଳିବ ରାବଣ। ଅସତ୍ୟ ଉପରେ ହେବ ଜୟ। ଆଜି ବି ସମାଜରେ ଅଛନ୍ତି ରାକ୍ଷାସ। ରାଜନୀତିରେ ଏ ଚରିତ୍ର କିଏ। ରାମ-ରାବଣ, ସବୁ ବେଳେ ପ୍ରତିଦ୍ୱନ୍ଦ୍ୱୀ। ପ୍ରସନ୍ନ ପାଟ୍ଟଶାଣୀ କହିଛନ୍ତି, ସମସ୍ତଙ୍କ ଭିତରେ ରହିଛି ରାମ-ରାବଣ ଗୁଣ। କଂଗ୍ରେସ, ବିଜେପି ଓ ବିଜେଡି ୩ ଦଳରେ ସମସ୍ତ ଚରିତ୍ରର ନେତା ଅଛନ୍ତି। ନିଜକୁ ହନୁମାନ କହିଛନ୍ତି ପ୍ରସନ୍ନ ପାଟ୍ଟଶାଣୀ।ବିଜେପି ନେତା ଦାମୋଦର ରାଉତଙ୍କ ମତରେ ସବୁ ଚରିତ୍ରର ବ୍ୟକ୍ତି ଯୁଗେ ଯୁଗେ ରହିଆସିଛନ୍ତି । ରାଜନୀତିରେ ରାମ-ରାବଣ ଉପାଖ୍ୟାନ। ସବୁ ଦଳରେ ସବୁ ଚରିତ୍ରର ଉପସ୍ଥିତି ରହିଛି। ହେବେ ରାଜନୀତିରେ ଥିବା ରାକ୍ଷାସକୁ ମାରିବ କିଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.