ତାମିଲ ସୁପରଷ୍ଟାର ଥାଲାପତି ବିଜୟ ରାଜନୀତିରେ କଲେ ପ୍ରବେଶ, ଗଢ଼ିଲେ ନିଜର ନୂଆ ଦଳ
ତାମିଲ ଫିଲ୍ମର ସୁପରଷ୍ଟାର ଥାଲାପତି ବିଜୟ ରାଜନୀତିରେ ପାଦ ଥାପିଛନ୍ତି । ଆକ୍ଟରଙ୍କର ରାଜନୀତିରେ ଦମ୍ଦାର ଏଣ୍ଟ୍ରି ହୋଇଛି । ଫିଲ୍ମରୁ ରାଜନୀତିର ଯାତ୍ରା ସେ ଆରମ୍ଭ କରିଛନ୍ତି । ତେବେ ସୁପରଷ୍ଟାର କୌଣସି ରାଜନୈତିକ ଦଳରେ ଯୋଗ ଦେଇନାହାନ୍ତି, ବରଂ ସେ ନିଜର ଏକ ନୂଆ ଦଳ ଗଢ଼ିଛନ୍ତି ।…