ବଲିଉଡ ସିନେମାଟୋଗ୍ରାଫର ମନୋଜ ଖଟୋଇଙ୍କ ବିରୋଧରେ ଥାନାରେ ଅଭିଯୋଗ ଆଣିଲେ ପତ୍ନୀ

ଭୁବନେଶ୍ୱର: ବଲିଉଡର ସିନେମାଟୋଗ୍ରାଫର,କ୍ୟାମେରାମ୍ୟାନ ମନୋଜ ଖଟୋଇଙ୍କ ନାମରେ ମହିଳା ଥାନାରେ ଅଭିଯୋଗ ଆଣିଛନ୍ତି ପତ୍ନୀ ପ୍ରୀତି ଖଟୋଇ। ଅଭିଯୋଗ ଆଣିଲେ ମନୋଜଙ୍କ ସ୍ତ୍ରୀ ପ୍ରୀତି ଖଟୋଇ । ବାହାଘରର ୧୯ ବର୍ଷ ବିତିଥିଲେ ମଧ୍ୟ ନିୟମିତ ମାରପିଟ୍‌, ମାନସିକ ନିର୍ଯାତନା ସହ ନିଜପୁଅର ଦାୟିତ୍ୱ ନେଉନାହାନ୍ତି ।

ଏହାସହ ଦେଢକୋଟି ଟଙ୍କା ନେଟ୍‌ ବ୍ୟାଙ୍କିଙ୍ଗ ଜରିଆରେ ଠକି ନେଇଥିବା ନେଇ ଅଭିଯୋଗ ଆଣି ଭୁବନେଶ୍ୱର ମହିଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି ମନୋଜଙ୍କ ପତ୍ନୀ ପ୍ରୀତି ଖଟୋଇ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.