Below header

ଭଦ୍ରକ ରେଳ ଷ୍ଟେସନରେ ଏକାସାଙ୍ଗରେ ୩ଟି ପୁତ୍ର ସନ୍ତାନ ଜନ୍ମ ଦେଲେ ମହିଳା, ହେଲେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ସବୁ ଶିଶୁ

ଭଦ୍ରକ: ଏକାସାଙ୍ଗରେ ୩ଟି ସନ୍ତାନ। ଭଦ୍ରକ ରେଳ ଷ୍ଟେସନରେ ଜଣେ ମହିଳା ଏକାସାଙ୍ଗରେ ୩ଟି ପୁତ୍ର ସନ୍ତାନ ଜନ୍ମ କରିଛନ୍ତି। ମହିଳା ଜଣକ ବାଙ୍ଗାଲୋର-ଗୌହାଟୀ ଏକ୍ସପ୍ରେସରେ ଯାଉଥିବା ବେଳେ ପ୍ରସବ ଯନ୍ତ୍ରଣା ହୋଇଥିଲା । ଏହାପରେ ଭଦ୍ରକ ଷ୍ଟେସନରେ ଓହ୍ଲାଇ ୩ଟି ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ମହିଳାଙ୍କ ଘର ଆସାମର ଗୌହାଟୀରେ । ପ୍ରସବ ପରେ ମହିଳା ଓ ସମସ୍ତ ନବ ଜାତକଙ୍କୁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ୩ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.