ଆନନ୍ଦପୁର ବାହିଆବାରଦଣ୍ଡା ଗାଁରେ ଅଘଟଣ: ଶୋଇଥିବା ସମୟରେ ଧାନ ବସ୍ତା ପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ଆନନ୍ଦପୁର : ଆନନ୍ଦପୁର ଥାନା ବାହିଆବାରଦଣ୍ଡା ଗାଁରେ ଘଟିଛି ଅଘଟଣ । ସ୍ବାମୀ-ସ୍ତ୍ରୀ ରାତିରେ ଘରେ ଶୋଇଥିବା ସମୟରେ , ସେହି ଘରେ ଥିବା ଧାନ ବସ୍ତା ଓଲଟି ପଡି ଉଭୟଙ୍କ ଉପରେ ପଡି ଯାଇଥିଲା` ଯାହାଫଳରେ ତଳେ ଚାପି ହୋଇ ରହିଥିଲେ ସ୍ବାମୀ ମାଗୁଆ ହୋ ଓ ସ୍ତ୍ରୀ ଜାନ ।

ପରିବାର ଲୋକେ ଓ ପଡୋଶୀଙ୍କ ସହାୟତାରେ ଉଭୟଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନେରେ ପହଁଞ୍ଚା ଯାଇଥିଲା। ତେବେ ଡାକ୍ତର ସ୍ତ୍ରୀ ଜାନକୁ ମୃତ ଘୋଷଣା କରିଥିବାବେଳେ, ଗୁରୁତର ସ୍ବାମୀ ଏବେ ଚିକିତ୍ସିତ ହେଉଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.