Below header

ରାସ୍ତାରେ ଗଛ ପଡିଥିବାରୁ ଯାଇପାରିଲେନି ହସ୍ପିଟାଲ, ଅଗ୍ନିଶମ ଗାଡିରେ ଶିଶୁକନ୍ୟା ଜନ୍ମଦେଲେ ମହିଳା

କେନ୍ଦ୍ରାପଡ଼ା (କେନ୍ୟୁଜ ବ୍ୟୁରୋ) : ଉଦ୍ଧାର ହେଲେ ଗର୍ଭବତୀ ମହିଳା। ସୁରକ୍ଷିତ ଭାବେ ଅଗ୍ନିଶମ ବିଭାଗ ଗାଡି ଭିତରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଜାନାହାରା ଗାଁରେ ଶିଶୁଟି ଜନ୍ମ ହୋଇଛି। ରସ୍ତାରେ ଗଛ ପଡିଥିବାରୁ ସେ ହସ୍‌ପିଟାଲ ଯାଇପାରିନଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ରାସ୍ତା ସଫା କରିବା ପରେ ମହିଳାଙ୍କୁ ଉଦ୍ଧାର କରାଯାଇ ହସ୍‌ପିଟାଲରେ ଭର୍ତ୍ତି କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.