ବଲାଙ୍ଗିର ସୁକ୍ ତେଲ ନଦୀ ନକଟରେ ମହିଳାଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍

ବଲାଙ୍ଗିର(କେନ୍ୟୁଜ୍): ବଲାଙ୍ଗିର ଜିଲ୍ଲା ସୁକ୍ ତେଲ ନଦୀ ନକଟରେ ମହିଳାଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍। ଫାସଡ଼ ନିକଟ ସୁକତେଲ ନଦୀକୁ ଶୌଚ ପାଇଁ ମହିଳା ଜଣକ ଯାଇଥିବା ବେଳେ ଘଟିଛି ଏହି ଦୁର୍ଘଟଣା । ଘଟଣ ସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତକ ପାଖ ଫାସଡ଼ ଗାଁର ବୋଲି ଜଣାପଡ଼ିଛି । ଘଟଣା ସ୍ଥଳରେ ପୋଲିସ ପହଁଚି ଟ୍ରକକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।