ଅନୈତିକ ସଂପର୍କକୁ ନେଇ ଲୁଗା ଦୋକାନୀଙ୍କୁ ନିସ୍ତୁକ ପିଟିଲେ ମହିଳା, ଭିଡିଓ ହେଲା ଭାଇରାଲ 

ବାଲେଶ୍ୱର(କେନ୍ୟୁଜ୍): ଦୋକାନୀଙ୍କୁ ମହିଳାଙ୍କ ନିସ୍ତୁକ ମାଡ଼ । ବାଲେଶ୍ୱର ସହରର ଓଭରବ୍ରିଜ ତଳେ ଏହି ମାଡ଼ମରାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । କୁହାଯାଉଛି, ସଂପୃକ୍ତ ଲୁଗା ଦୋକାନୀଙ୍କର ଅନ୍ୟ ଜଣେ ମହିଳାଙ୍କ ସହ ଅନୈତିକ ସଂପର୍କ ଥିଲା । ଏହି ଘଟଣାରେ ଦୋକାନୀଙ୍କୁ ପଚରାଉଚରା ସହ ଜଣେ ମହିଳା ତାଙ୍କୁ ଚପଲରେ ପିଟୁଥିବା ଦେଖିବାକୁ ମିଳିଛି । ସେହିପରି ଲୋକମାନେ ମଧ୍ୟ ଦୋକାନୀଙ୍କୁ ମାଡ଼ ମାରୁଥିବା ଭାଇରାଲ ଭିଡିଓରେ ରହିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.