Below header

ଆଜି ବିଶ୍ୱ ହସ ଦିବସ: ହେଲେ ମହାମାରୀ ପାଇଁ ସବୁଠି ହାହାକାର ପରିସ୍ଥିତି, ଗାଁଠୁ ସହର ସବୁଠି ନିରବତା

କୋରାପୁଟ: ଆଜି ଲାଫିଙ୍ଗ ଡେ’ । ବିଶ୍ୱ ହସ ଦିବସ । ହେଲେ ସବୁଠି ହାହାକାର ପରିସ୍ଥିତି । ଗୋଟିଏ ପରେ ଗୋଟିଏ ଜୀବନ ନେଉଛି ମହାମାରୀ କରୋନା । ପୋଛି ଦେଉଛି ପରିବାରର ଖୁସି । କାହା ମୁହଁରେ ହସ ଟିକେ ନାହିଁ । ଗାଁଠୁ ଆରମ୍ଭ କରି ସହର ସବୁଠି ନିରବତା ।

ଚାଲିଛି ସଟଡାଉନ ଓ ରାତ୍ରୀକାଳୀନ କର୍ଫ୍ୟୁ । ଘର ଭିତରେ ବନ୍ଦୀ ଜୀବନ ବିତୁଛି । କରୋନା ମହାମାରୀ ଦାଉରେ ହନ୍ତସନ୍ତ ହେଉଛି ମଣିଷ । ପରିସ୍ଥିତି ଏମିତି ହେଲାଣି ଯେ ଆତ୍ମୀୟଙ୍କୁ ଦେଖିବାକୁ ବି ସୁଯୋଗ ମିଳୁନି । ହସ ଶରୀରର ରକ୍ତ ସଞ୍ଚାଳନକୁ ସୁଗମ କରେ । ଶରୀରକୁ ସତେଜ ରଖେ । ଦେହ ମନ ଭଲ ରଖେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.