ପିପିଲି ନିମାପଡ଼ା ଓଭର ବ୍ରିଜ୍‌ ଉପରୁ କୋଟିଏ ଟଙ୍କାର ବ୍ରାଉନ୍‌ ସୁଗର ଜବତ, ଜଣେ ଗିରଫ

ଭୁବନେଶ୍ବର(କେନ୍ଯୁଜ୍): ୧ କୋଟିର ବ୍ରାଉନ ସୁଗାର ଜବତ। STF ହାତରେ ବ୍ରାଉନ୍‌ ସୁଗର ବେପାରୀ। ତା ନିକଟରୁ ଏକ କେଜି ୪୮ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି। ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କା ହେବ।

ପୁରୀ ଜିଲ୍ଲା ପିପିଲି ନିମାପଡ଼ା ଓଭର ବ୍ରିଜ୍‌ ଉପରୁ ଜଣଙ୍କୁ ଗିରଫ କରିଛି STF । ଏକ ବର୍ଷ ଭିତରେ STF ୩୫ କେଜି ବ୍ରାଉନସୁଗର ଜବତ ହୋଇଥିବା ବେଳେ , ୬୭ କୁଇଣ୍ଟାଲ ୫୨ କେଜି ଗଞ୍ଜେଇ ଜବତ କରିବା ସହ ୧୦୦ଜଣଙ୍କୁ ଧରିବାରେ ସଫଳ ହୋଇଛି STF ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.