Below header

ବଜ୍ରାଘାତରେ ଜୀବନ୍ତ ଜଳିଗଲେ ଯୁବକ

ବଜ୍ରାଘାତରେ ଜୀବନ୍ତ ଜଳିଗଲେ ଯୁବକ । ଅନ୍ୟଜଣେ ଯୁବକ ଗୁରୁତର ହୋଇଛନ୍ତି ।

ଜଳେଶ୍ବର: ବଜ୍ରାଘାତରେ ଜୀବନ୍ତ ଜଳିଗଲେ ଯୁବକ । ଅନ୍ୟଜଣେ ଯୁବକ ଗୁରୁତର ହୋଇଛନ୍ତି । ଜଳେଶ୍ବର ଭୋଗରାଇ ବ୍ଲକ ଟୁକୁରୀ ହାଜିରା ପଞ୍ଚାୟତର ଘଟଣା । ମୃତ ଯୁବକ ରଞ୍ଜନ ପରମାଣିକ । ସେହିପରି ପସରବିନ୍ଧା ଗାଁର ମୃତ୍ୟୁଞ୍ଜୟ ଘଡାଇଙ୍କ ପୁଅ ଗୁରୁତର ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.