Browsing Tag

lighting

ଭଗବାନ ରାମଙ୍କ ନଗରୀ ରଚିଲା ଇତିହାସ, ଅଯୋଧ୍ୟାରେ ୫୬ଟି ଘାଟରେ ୨୬ଲକ୍ଷରୁ ଅଧିକ ଦୀପ ଲଗାଇ ରେକର୍ଡ

ଅଯୋଧ୍ୟାନଗରୀ: ଭଗବାନ ରାମଙ୍କ ନଗରୀ ରଚିଲା ଇତିହାସ । ୨ଟି ଇତିହାସ ଲକ୍ଷ୍ୟରେ ଅଯୋଧ୍ୟାନଗରୀ । ଆଜି ସନ୍ଧ୍ୟାରେ ଅଯୋଧ୍ୟାର ୫୬ଟି ଘାଟରେ ୨୬ଲକ୍ଷରୁ ଅଧିକ ଦୀପ ଲଗାଇ ରେକର୍ଡ ଲକ୍ଷରେ ଅଯୋଧ୍ୟା । ଡ୍ରୋନ ସାହାଯ୍ୟରେ ଦୀପ ଗଣୁଛନ୍ତି ଗିନିଜବୁକ ଟିମ୍ । ଏପଟେ କାଲି ସୂର୍ଯ୍ୟ ଆଳତୀ ବେଳେ ଏକାଠି…

ବଜ୍ରପାତ ସହ ଭୀଷଣ ବର୍ଷା ନେଇ ରାଜଧାନୀକୁ ରେଡ୍ ଆଲର୍ଟ, ଆଗାମୀ ୨ଘଣ୍ଟା ଯାଏଁ ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର : ରାଜଧାନୀକୁ ରେଡ୍ ଆଲର୍ଟ ।  ବଜ୍ରପାତ ସହ ଭୀଷଣ ବର୍ଷା ନେଇ ରେଡ୍ ଆଲର୍ଟ ।  ଆଗାମୀ ୨ଘଣ୍ଟା ଯାଏଁ ସତର୍କ ରହିବାକୁ ପରାମର୍ଶ ।  ଗତ ଦୁଇ ଘଣ୍ଟା ଧରି ଭୁବନେଶ୍ବରରେ ବିଜୁଳି ଏବଂ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେଉଛି । ରାସ୍ତାରେ ଲହଡ଼ି ଭାଙ୍ଗୁଛି ପାଣି । ପ୍ରବଳ ବର୍ଷା ଯୋଗୁଁ…

ତାତିରେ ଲାଗିବ ବ୍ରେକ୍, ଆସନ୍ତାକାଲି ଠାରୁ ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ୱର :  ତାତିରେ ଲାଗିବ ବ୍ରେକ୍ ।  ଆଶ୍ବସ୍ତି ଆଣିବ କାଳ ବୈଶାଖୀ ।  ଲଗାତାର ୩ ଦିନ ହେଲା ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ଆସନ୍ତାକାଲି ଠାରୁ ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି ।  ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ପାଇଁ ମଧ୍ୟ ଜାରି…

ବଜ୍ରାଘାତରୁ ବର୍ତ୍ତିଗଲେ ୨୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ

ଭଞ୍ଜନଗର : ବିଦ୍ୟାଳୟରେ ପାଠପଢ଼ା ଚାଲିଥିବା ବେଳେ ବଜ୍ରାଘାତ । ବଡ଼ ଅଘଟଣରୁ ବର୍ତ୍ତିଗଲେ ୨୦ରୁ ଅଧିକ ଛାତ୍ରଛାତ୍ରୀ । ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ଥାନା ଅନ୍ତର୍ଗତ ଗାଲେରୀ ହାଇସ୍କୁଲର ୧୦ମ ଶ୍ରେଣୀ ପିଲାଙ୍କ ପାଠପଢା ଚାଲିଥିବା ବେଳେ ବଜ୍ରାଘାତ ହୋଇଥିଲା । ଏଥିଯୋଗୁଁ ଛାତ୍ରଛାତ୍ରୀମାନେ…

ରାଜଧାନୀରେ ଅଘଟଣ: ସ୍କୁଲରେ ବସି ପାଠ ପଢୁଥିବାବେଳେ ପଡିଲା ଘଡଘଡି

ଭୁବନେଶ୍ୱର : ସ୍କୁଲ୍ ଉପରେ ପଡିଲା ଘଡଘଡି । ପୁଣି ରାଜଧାନୀ ଭୁବନେଶ୍ୱରରେ । ଚଳଚଞ୍ଚଳ ଥିଲା ରାଜଧାନୀ । ଅପରାହ୍ନ ୨ଟା ସମୟ ହେବ । ହଠାତ୍ ଘୋଟି ଆସିଲା କଳା ବାଦଲ । ଦେଖୁ ଦେଖୁ ଆରମ୍ଭ ହୋଇଗଲା ପ୍ରବଳ ବର୍ଷାକୁ ଘଡଘଡି ବିଜୁଳି । ରାସ୍ତାଘାଟ ଶୂନଶାନ ହୋଇଗଲା । ସେତେବେଳକୁ ରାଜଧାନୀର…

ଆକାଶରୁ ହେଉଥିବା ବଜ୍ରପାତରେ କେତେ ହଜାର ଭୋଲ୍ଟ ଥାଏ? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଆଜିର ସମୟରେ ବିଦ୍ୟୁତ୍ ଆମ ସମସ୍ତଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇପାରିଛି । ଯଦି ଆପଣଙ୍କ ଘରେ ଏକ ଘଣ୍ଟା କିମ୍ବା ଦୁଇ ଘଣ୍ଟା ପାଇଁ ବିଦ୍ୟୁତ୍ ବନ୍ଦ ହୋଇଯାଏ, ତେବେ ଆପଣ ବିଚଳିତ ହୋଇଯାଆନ୍ତି । ବର୍ତ୍ତମାନ ବିଜୁଳି ବିନା ଜୀବନକୁ କଳ୍ପନା କରିବା ଅସମ୍ଭବ ଦେଖାଯାଉଛି । ସକାଳୁ…

କାଳହେଲା କାଳବୈଶାଖୀ: ବଜ୍ରପାତରେ ୭ ମୃତ, ୧୦ ଆହତ

ଭୁବନେଶ୍ୱର (କେନ୍ୟୁଜ): କାଳହେଲା କାଳବୈଶାଖୀ ।  ବଜ୍ରପାତରେ ୭ ମୃତ, ୧୦ ଆହତ ।  ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୭ ଜଣ ପ୍ରାଣ ହରାଇଥିବାବେଳେ ୧୦ରୁ ଉର୍ଦ୍ଧ୍ବ ଗୁରୁତର ଆହତ ହୋଇଛନ୍ତି ।  କରଞ୍ଜିଆର ମହୁଲଡିହା ଥାନା କୁଇଲିପାଳ ଗାଁରେ ବଜ୍ରପାତରେ ଜଣଙ୍କ ଜୀବନ ଯାଇଛି । …

ବଜ୍ରାଘାତରେ ଜୀବନ୍ତ ଜଳିଗଲେ ଯୁବକ

ଜଳେଶ୍ବର: ବଜ୍ରାଘାତରେ ଜୀବନ୍ତ ଜଳିଗଲେ ଯୁବକ । ଅନ୍ୟଜଣେ ଯୁବକ ଗୁରୁତର ହୋଇଛନ୍ତି । ଜଳେଶ୍ବର ଭୋଗରାଇ ବ୍ଲକ ଟୁକୁରୀ ହାଜିରା ପଞ୍ଚାୟତର ଘଟଣା । ମୃତ ଯୁବକ ରଞ୍ଜନ ପରମାଣିକ । ସେହିପରି ପସରବିନ୍ଧା ଗାଁର ମୃତ୍ୟୁଞ୍ଜୟ ଘଡାଇଙ୍କ ପୁଅ ଗୁରୁତର ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ…

ମହାବାତ୍ୟା ପରଠାରୁ ଆଜି ସୁଦ୍ଧା ବଜ୍ରାଘାତରେ ୬ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି

କେନ୍ୟୁଜ୍(ବ୍ୟୁରୋ): ଆକାଶରୁ ଖସୁଛି ମୃତ୍ୟୁ। ତୁହାକୁ ତୁହା ବିଜୁଳି ମାଡ଼। ଆଖି ପିଛୁଳାକେ ଲିଭୁଛି ଜୀବନ ଦୀପ। ଛାରଖାର ହେଉଛି ଗୋଟିଏ ଗୋଟିଏ ପରିବାର। ୧୯୯୯ ମହାବାତ୍ୟାରେ ପ୍ରାୟ ୧୦ ହଜାର ଜଣଙ୍କ ମୃତ୍ୟୁ ହୋଇଥିଲା। ମହାବାତ୍ୟା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ବଜ୍ରାଘାତରେ ୬ ହଜାରରୁ…

କାଳ ବୈଶାଖୀ ଭାଙ୍ଗି ଚୁରମାର କରିଦେଇଛି ଘରର ଛପର, ଖୋଲା ଆକାଶ ତଳେ ବିତୁଛି ଜୀବନ

କେନ୍ୟୁଜ୍‌(ବ୍ୟୁରୋ): ଉଡ଼ିଯାଇଛି ଘରର ଛପର । ଆଜବେଷ୍ଟ ଭାଙ୍ଗି ଚୁନା । ଖୋଲା ଆକାଶ ତଳେ ବିତୁଛି ଜୀବନ । ସେଇଠି ମଣିଷ ସେଇଠି ପଶୁ । ଘର ଭିତରୁ ଦିନରେ ସୁରୁଜ ଓ ରାତିରେ ଜହ୍ନ ଦିଶୁଛି । ଦିନର ପ୍ରଚଣ୍ଡ ତାତି ଯେପରି କଳବଳ କରି ପକାଉଛି । ଗୋଟିଏ ପଟେ ପ୍ରଚଣ୍ଡ ଖରା, ତ ଅନ୍ୟପଟେ ଅସହ୍ୟ…

ବଙ୍ଗୋମୁଣ୍ଡା ଧୁଣ୍ଡିମହୁଲ ଗାଁରେ ବଜ୍ରପାତ: ମା’ ଆଗରେ ଚାଲିଗଲା ପୁଅର ଜୀବନ

କଣ୍ଟାବାଞ୍ଜି(କେନ୍ୟୁଜ୍): ମା' ଆଗରେ ଚାଲିଗଲା ଭେଣ୍ଡିଆ ପୁଅର ଜୀବନ । ବ୍ରଜପାତ ନେଇଗଲା ପୁଅର ଜୀବନ । ଏପଟେ ମା' ଗୁରୁତର । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବଙ୍ଗୋମୁଣ୍ଡା ଥାନା ଧୁଣ୍ଡିମହୁଲ ଗାଁରେ । ମା' ପୁଅ କପା ବିଲରେ କାମ କରୁଥିବା ବେଳେ ଅଚାନକ ଘଡଘଡି ସହ ବଜ୍ରପାତ ହୋଇଥିଲା ।…

ହାଇଟେକ ଛକରୁ ଦୟା ବ୍ରିଜ ଯାଏ ୧୨ କିଲୋମିଟର ରାସ୍ତାରେ ଜଳିଲା ଲାଇଟ, ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର(କେନ୍ୟୁଜ୍):  ଭୁବନେଶ୍ୱର-ପୁରୀ ବାଇପାସ୍‌ ହେଲା ଆଲୋକମୟ । ହାଇଟେକ ଛକରୁ ଦୟା ବ୍ରିଜ ଯାଏ ୧୨ କିଲୋମିଟର ରାସ୍ତାରେ ଜଳିଲା ଲାଇଟ । ଏହାକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାସ୍ତା ପାଇଁ ୩୮୭ଟି ଷ୍ଟ୍ରିଟ୍‌ ଲାଇଟ୍‌ ଖୁଣ୍ଟ ବ୍ୟବହାର ହୋଇଥିବା ବେଳେ…