Below header

ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ଦୁଇ ମୃତ

ଅନୁଗୁଳ(କେନ୍ଯୁଜ୍) : ପୁଣି ବଜ୍ରାଘାତରେ ଗଲା ଦୁଇ ଜୀବନ। ଅନୁଗୁଳ ଜରାପଡ଼ା ଥାନା ଡ଼େରେଜାଙ୍ଗ ଗ୍ରାମରେ ବିଲରେ କାମ କରୁଥିବା ସମୟରେ ଘଟିଛି ଅଘଟଣ। ଏହି ସମୟରେ ବଜ୍ରାଘାତରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ଶାନ୍ତିଲତା ପ୍ରଧାନ ଏବଂ ତାଙ୍କ ଝିଆରୀ ବୈଶାଖୀ ପ୍ରଧାନ ବୋଲି ଜଣାପଡ଼ିଛି। ଘଟଣା ସ୍ଥଳରେ ମହିଳାଙ୍କର ମୃତ୍ୟୁବରଣ କରିଥିବା ବେଳେ ପରେ କିଛି ସମୟ ପରେ ତାଙ୍କ ଝିଆରୀଙ୍କ ମୃତ୍ୟୁ ଘଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.