ଭୁବନେଶ୍ବର ଖାରବେଳନଗର ସ୍ୱସ୍ତି ଗ୍ରାଣ୍ଡ ହୋଟେଲ ପଛ ପାର୍ଶ୍ବରେ ହତ୍ୟାକାଣ୍ଡ, ଯୁବକକୁ ପଥରରେ ଛେଚି ଛେଚି ହତ୍ୟା

ଭୁବନେଶ୍ବର(କେନ୍ୟୁଜ୍): ଯୁବକକୁ ପଥରରେ ଛେଚି ଛେଚି ହତ୍ୟା । ଏଭଳି ଘଟଣା ଘଟିଛି ଖାରବେଳନଗର ଥାନା ଅନ୍ତର୍ଗତ ସ୍ୱସ୍ତି ଗ୍ରାଣ୍ଡ ହୋଟେଲ  ପଛ ପାର୍ଶ୍ବରେ। ମୃତକ ଜଣକ ହେଲେ ଭଦ୍ରକ ପୁରୁଣା ବଜାରର ଶେଖ ଅବଦୁଲ। ସେ ଟ୍ରକରେ ହେଲପର ଭାବେ କାମ କରୁଥିଲା ।

ତେବେ ଏହି ହତ୍ୟାକଣ୍ଡ ଘଟାଇଥିବା ହତ୍ୟାକାରୀକୁ ଗିରଫ କରିଛି ଖାରବେଳନଗର ଥାନା ପୋଲିସ । ହତ୍ୟାକାରୀର ଘର ଯାଜପୁର ଜିଲ୍ଲା  ଧର୍ମଶାଳାରେ ବୋଲି ପୋଲିସ ତରଫରୁ ସୂଚନା ମିଳିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.