Below header

ଚାନ୍ଦବାଲି: ଟ୍ରେ‌ନରେ କଟି ଜଣେ ଯୁବକ ମୃତ

ଚାନ୍ଦବାଲି(କେ ନ୍ୟୁଜ):  ଟ୍ରେ‌ନରେ କଟି ଜଣେ ଯୁବକର ମୃତ । ମୃତ ଯୁବକ ହେଉଛନ୍ତି ତିହିଡି ଥାନା ବାଲିଦାଣ୍ଡି ଗାଁର କୈଳାସ ନାୟକ । ଗତକାଲି ବିଳମ୍ବିତ ରାତିରେ ଭଦ୍ରକ-ଧାମରା ରେଳପଥର ଗଦି – ଗୁରୁଦାସପୁର ଲେବଲ କ୍ରସିଂରେ ଉକ୍ତ ଯୁବକର ମୃତ ଦେହ ପଡିଥିବାର ଲୋକେ ଦେଖିପାଇବାକୁ ପାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.