ରାସ୍ତା କଡରେ ଶବ, ହତ୍ୟା ନା ଆତ୍ମ ହତ୍ୟା ସନ୍ଦେହ

ବରଗଡ଼ ଗାନ୍ଧି ଛକ ସ୍ଥିତ ବିଦ୍ୟୁତ ଅଫିସ ସମ୍ମୁଖରେ ଜଣେ ଯୁବକଙ୍କ ରକ୍ତାକ୍ତ ଶବ ଠାବ ହୋଇଛି । ମୃତ ଯୁବକ ଜଣକ ବରଗଡ଼ ମଙ୍ଗଳା ଝୁପୁଡି ପଡାର ୨୦ ବର୍ଷିୟ ଯୁବକ ସୁରଜ ଦାସ।

ବରଗଡ଼ :  ବରଗଡ଼ ଗାନ୍ଧି ଛକ ସ୍ଥିତ ବିଦ୍ୟୁତ ଅଫିସ ସମ୍ମୁଖରେ ଜଣେ ଯୁବକଙ୍କ ରକ୍ତାକ୍ତ ଶବ ଠାବ ହୋଇଛି । ମୃତ ଯୁବକ ଜଣକ ବରଗଡ଼ ମଙ୍ଗଳା ଝୁପୁଡି ପଡାର ୨୦ ବର୍ଷିୟ ଯୁବକ ସୁରଜ ଦାସ।

ସୁରଜଙ୍କୁ କିଏ ହତ୍ୟା କରିଛି ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ ରହିଛି । ରାସ୍ତା କଡରେ ଶବ ପଡିଥିବା ଦେଖି ଶତାଧିକ ଲୋକଙ୍କ ଭିଡ଼ ଜମିଛି । ଘଟଣା ସ୍ଥଳରେ ବରଗଡ଼ ଟାଉନ୍‌ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.