Browsing Tag

baragarh

ଗାଁ ଲୋକ ସଫା ମନା କରିଦେଲେ, ଅସହାୟ ବୃଦ୍ଧାଙ୍କ ଶବ ସତ୍କାର କଲେ ସ୍ବେଚ୍ଛାସେବୀ

ବରଗଡ଼ (କେନ୍ୟୁଜ୍‌) : ସତ୍ୟନାରାୟଣ ନାଗ । ବୟସ ୮୫ବର୍ଷ । ଦୀର୍ଘ ଦଶ ବର୍ଷରୁ ଊର୍ଦ୍ଧ୍ବ ହେବ ସେ ବରଗଡ ଜିଲ୍ଲା ତାଲଶ୍ରୀଗିଡା ଗାଁର ଜଗନ୍ନାଥ ନଗରରେ ରହୁଥିଲେ । ଅନ୍ୟ ଜାତିର ମହିଳା ଯମୁନା ନାଗଙ୍କୁ ବିବାହ କରିଥଲେ । ତେବେ ଅନେକ ଦିନରୁ ଅସୁସ୍ଥ ହୋଇ ଶଯ୍ୟାଶାୟୀ ଥିବା ସତ୍ୟନାରାୟଣଙ୍କ…

ଗୁଣି ଗାରେଡିକୁ ବିଶ୍ବାସର କୁପରିଣାମ, ତନ୍ତ୍ର ସାଧକଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହେଲେ ବିବାହିତା

ବରଗଡ (କେନ୍ୟୁଜ): ଗୁଣି ଗାରେଡ଼ି କରି ବିବାହିତା ମହିଳାଙ୍କୁ ତନ୍ତ୍ର ସାଧକଙ୍କ ଦୁର୍ଷ୍କମ ଅଭିଯୋଗ । ଥାନାକୁ ଗଲା ମାମଲା । ବରଗଡ ଜିଲ୍ଲା ଭଟଲି ଥାନା ଅଞ୍ଚଳର ଜଣେ ବିବାହିତା ମହିଳା ତାଙ୍କ ଦେହ ଅସୁସ୍ଥ ହେବାରୁ ଗୁଣି ଗାରେଡିକୁ ବିଶ୍ବାସ କରି କର୍ଲାଜୁରୀ ଗାଁର ତନ୍ତ୍ର ସାଧକ ବିଜୟ ନାୟକଙ୍କ…