ବରଗଡ଼ : ମାଲିପାଲି ଛକ ଠାରେ ରାସ୍ତା ଅବରୋଧ କଲେ ଅଞ୍ଚଳବାସୀ

ବରଗଡ଼ - ଭେଡେନ ମୂଖ୍ୟ ରାସ୍ତାର ମାଲିପାଲି ଛକ ଠାରେ ରାସ୍ତା ଅବରୋଧ କଲେ ଅଞ୍ଚଳବାସୀ । ଏହି ରାସ୍ତାରେ  ଲୁଟ୍ ପାଟ, ଡକାୟତି , ରାହାଜାନୀ  ଦିନକୁ ଦିନ ବଢି ଚାଲିଛି ।

ବରଗଡ଼ : ବରଗଡ଼ – ଭେଡେନ ମୂଖ୍ୟ ରାସ୍ତାର ମାଲିପାଲି ଛକ ଠାରେ ରାସ୍ତା ଅବରୋଧ କଲେ ଅଞ୍ଚଳବାସୀ । ଏହି ରାସ୍ତାରେ  ଲୁଟ୍ ପାଟ, ଡକାୟତି , ରାହାଜାନୀ  ଦିନକୁ ଦିନ ବଢି ଚାଲିଛି । ତାହାର ସ୍ଥାୟୀ ସମାଧାନ ପାଇଁ ରାସ୍ତା ଅବରୋଧ କରିଛନ୍ତି ଅଞ୍ଚଳବାସୀ । କିଛି ଦିନ ପୂର୍ବରୁ ଲୁଟ ପାଟ କରୁଥିବା ୩ ଜଣ ଯୁବକଙ୍କୁ ପ୍ରବଳ ମାଡ଼ ହେବା ଯୋଗୁଁ ୨ ଜଣ ଯୁବକଙ୍କ ଜୀବନ ଯାଇଛି । ମୃତ୍ୟୁ ଘଟଣାରେ ପୋଲିସ ୧୦ ଜଣରୁ  ଅଧିକ ବ୍ୟକ୍ତିଙ୍କୁ ଗିରଫ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.