Browsing Tag

3 killed in accident

ସଡ଼କ ଦୁର୍ଘଟଣାରେ ମାମୁଁ ଭଣଜା ସହ ୩ ମୃତ, ୪ ଆହତ

ଉତ୍ତରପ୍ରଦେଶ : ଘନ କୁହୁଡ଼ି ନେଇଗଲା ମାମୁଁ, ଭଣଜାଙ୍କ ଜୀବନ । ଉତ୍ତରପ୍ରଦେଶ ଗୁନା ଜିଲ୍ଲାରେ ବାରମ୍ବାର ଘଟୁଛି ଦୁର୍ଘଟଣା । ଦୁର୍ଘଟଣା ଥମିବାର ନାଁ ନେଉନି । ଜଞ୍ଜାଲ ମଧୁସୁଦନଗଡ଼ର ରାସ୍ତାରେ ଦୁଇଟି ମୋଟର ସାଇକେଲ ମୁହାଁ ମୁହିଁ ଧକ୍କା ହୋଇ ଘଟଣାସ୍ଥଳରେ ମାମୁଁ ଭଣଜାଙ୍କ ମୃତ୍ୟୁ ହେବା ସହ…

ଅନୁଗୁଳ : ପିକ୍‌ଅପ୍‌ ଭ୍ୟାନ୍‌ ଦୁର୍ଘଟଣାରେ ୩ ବାଇକ୍‌ ଆରୋହୀ ମୃତ

 ଅନୁଗୁଳ(କେନ୍ୟୁଜ୍‌) : ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି ଅନୁଗୁଳ ନିକଟ ୫୫ ନଂ ଜାତୀୟ ରାଜପଥରେ । ଏନ ୫୫ ସାନ୍ତରାପୁର ଗାଁ ନିକଟରେ ଘଟିଛି ଦୁର୍ଘଟଣା । ବିପରୀତ ଦିଗରୁ ଆସୁଥିବା ଏକ ପିକଅପ୍‌ ଭ୍ୟାନ ବାଇକରେ ଯାଉଥିବା ୩ ଜଣଙ୍କୁ ଧକ୍କା କରି ଫେରାର ହୋଇଯାଇଛି । ଦୁର୍ଘଟଣାରେ ୩ ଜଣ ବାଇକ…