Below header
Browsing Tag

4 Congress MPs Suspended

ଲୋକସଭାରେ ୪ ସାଂସଦଙ୍କୁ ନିଲମ୍ବନ କଲେ ବାଚସ୍ପତି ଓମ୍‌ ବିର୍ଲା

ନୂଆଦିଲ୍ଲୀ : ଲୋକସଭାରେ ୪ କଂଗ୍ରେସ ସାଂସଦ ହୋଇଛନ୍ତି ନିଲମ୍ବିତ । ଅଗଷ୍ଟ ୧୨ ପର୍ଯ୍ୟନ୍ତ ପୂରା ଅଧିବେଶନରୁ ନିଲମ୍ବନ କରିଛନ୍ତି ଲୋକସଭା ବାଚସ୍ପତି ଓମ୍ ବିର୍ଲା। ଦରଦାମ ବୃଦ୍ଧିକୁ ନେଇ ଗୃହ ଭିତରେ ପ୍ଲାକାର୍ଡ ଧରି ପ୍ରତିବାଦ କରିବାରୁ ନିଲମ୍ବିତ ହୋଇଛନ୍ତି ଏହି ସାଂସଦମାନେ। ନିଲମ୍ବିତ…