Browsing Tag

4 terrorists arrested in badgaon

ଜମ୍ମୁ କାଶ୍ମୀର : ବଡଗାମରେ ୪ ଆତଙ୍କୀ ଗିରଫ, ବହୁ ଅସ୍ତ୍ରଶସ୍ତ୍ର ଜବତ

ଜମ୍ମୁ : ଜମ୍ମୁ କାଶ୍ମୀର ପୋଲିସ୍କୁ ମିଳିଛି ବଡ଼ ସଫଳତା । ୪ ଆତଙ୍କବାଦୀଙ୍କୁ ଗିରଫ କରିଛି ଜମ୍ମୁ କଶ୍ମୀର ପୋଲିସ । ଲସ୍କର ଇ ତୋଇବା ଆତଙ୍କୀ ସଂଗଠନର ସଦସ୍ୟ ବୋଲି ଏମାନେ ଜଣାପଡ଼ିିଛନ୍ତି । ଏମାନଙ୍କୁ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ ହୋଇଛି। ଏଥିରେ ଅଛି ୩ଟି…