ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଅଗ୍ନିଶମ କର୍ମଚାରୀଙ୍କ ଜୀବନ
ଭୁବନେଶ୍ୱର : ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ । ଏଭଳି ଏକ ଘଟଣା ଘଟିଛି ରେଣ୍ଟାଲ କୋଲନି ଓ କଳିଙ୍ଗ ଷ୍ଟୁଡିଓ ଥିବା ଛକ ନିକଟରେ । ସୁଚନା ଅନୁସାରେ ଆଜି ଭୋର ସମୟରେ କୌଣସି ଏକ କାମରେ ସୁଦର୍ଶନ ପ୍ରଧାନ ଓ ତାଙ୍କ ସହକର୍ମୀ ବାଇକ ଯୋଗେ ଯାଉଥିଲେ । ଏହି ସମୟରେ ଏକ ଅଜଣା ଗାଡ଼ି…