Below header
Browsing Tag

accident death

କାଲିମେଳା: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ଯୁବକଙ୍କ ମୃତ୍ୟୁ

କାଲିମେଳା(କେନ୍ୟୁଜ୍): ସଡ଼କ ଦୁର୍ଘଟଣାରେ ୨ ଯୁବକଙ୍କ ମୃତ୍ୟୁ। ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ ମାନ୍ଯମକୋଣ୍ଡା ମୁଖ୍ଯ ରାସ୍ତାର ଏମପିଭି ୩୬ ଗ୍ରାମ ନିକଟରେ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ୨ ଯୁବକଙ୍କ ମୃତ୍ୟୁ। ଦୁଇଟି ବାଇକ୍ ମୁହାଁମୁଁହି ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୨ ବାଇକ୍…

ବାଇକ୍‌ରେ ଯାଉଥିବାବେଳେ ପଛପଟୁ ଧକ୍କା ଦେଲା ଡମ୍ପର: ଦୁର୍ଘଟଣାରେ ଚାଲିଗଲା ସ୍ୱାମୀ, ସ୍ତ୍ରୀଙ୍କ ଜୀବନ

ବଲାଙ୍ଗିର(କେନ୍ୟୁଜ୍): ଦୁର୍ଘଟଣାରେ ଚାଲିଗଲା ସ୍ୱାମୀ, ସ୍ତ୍ରୀଙ୍କ ଜୀବନ। ବଲାଙ୍ଗିର ଭବାନୀପାଟଣା ରାସ୍ତା ସିନଖମନ ଛକରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ମୃତକ ହେଲେ କଳାହାଣ୍ଡି ଜିଲ୍ଲା ଏମ୍‌ ରାମପୁର ଏକ ତାରା ଗାଁର। ସ୍ୱାମୀ, ସ୍ତ୍ରୀ ଦୁଇ ଜଣ ବାଇକ୍‌ରେ ଯାଉଥିବାବେଳେ ପଛପଟୁ ଏକ…

ଭାରସାମ୍ୟ ହରାଇ ବୋଲେରୋକୁ ଧକ୍କା ଦେଲା ବାଇକ୍‌: ସ୍ୱାମୀ ମୃତ, ସ୍ତ୍ରୀ ଓ ଶିଶୁ ଗୁରୁତର

ରାୟଗଡା(କେନ୍ୟୁଜ୍): ବୋଲେରୋକୁ ଧକ୍କା ଦେଲା ବାଇକ୍‌ । ସ୍ୱାମୀ ମୃତ, ସ୍ତ୍ରୀ ଓ ଶିଶୁ ଗୁରୁତର । ରାୟଗଡା ଜିଲ୍ଲା ଗୁମା ଘାଟି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତକଙ୍କ ପରିଚୟ ମିଳିନଥିବାବେଳେ ଘଟଣାସ୍ଥଳରେ ପହଂଚିଛି ରାୟଗଡା ପୋଲିସ୍ । ସୂଚନା ମୁତାବକ, ଆଜି ସକାଳୁ ୩୨୬ ନମ୍ବର…

ଦଶହରାରେ ଦୁଃଖ! କାର୍ ଓ ବାଇକ୍ ମୁହାଁମୁହିଁ ଧକ୍କା, ବାପ ଓ ଝିଅ ମୃତ

ବରଗଡ (କେନ୍ୟୁଜ୍): କାର୍ ଓ ବାଇକ ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ ବାପ ଝିଅ ମୃତ । ରାସ୍ତାରୋକ ସହ ଚାପା ଉତ୍ତେଜନା ଜାରି । ବରଗଡ ଜିଲ୍ଲା ସୋହେଳା ଥାନା କନାପାଲି ଛକ ଠାରେ ଦୁର୍ଘଟଣା । ମୃତକ ବାପ ଝିଅ ହେଲେ ବିଜେପୁର ଥାନା ବନ୍ଦେରପାଲି ଗାଁର ୩୫ ବର୍ଷିୟ ପ୍ରଦୀପ ସାହୁ ଏବଂ ତାଙ୍କ ୩…

ଭାରସାମ୍ୟ ହରାଇ ଜେସିବି ସହିତ ସମ୍ନାସାମ୍ନି ଧକ୍କା ହେଲା କାର୍: ଜଣେ ମୃତ, ୩ ଗୁରୁତର

ସାଲେପୁର(କେନ୍ୟୁଜ୍): ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା କଟିକଟା-ଜଇପୁର ରାସ୍ତାର ଲୁଣା ନଦୀ ପୋଲ ନିକଟରେ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ଏକ ମହିନ୍ଦ୍ରା ଥର୍, ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଜେସିବି ସହିତ ସମ୍ନାସାମ୍ନି ଧକ୍କା ହେବା ଫଳରେ…

ବାଇକ୍‌ ଚକାରେ ଶାଢ଼ୀର କାନି ପସିଯିବାରୁ ଦୁର୍ଘଟଣା: ଘଟଣାସ୍ଥଳରେ ଜଣେ ମୃତ, ୨ ଗୁରୁତର

କଣ୍ଟାବାଞ୍ଜି (କେନ୍ୟୁଜ): ମୃତ୍ୟୁ କିପରି ଆସି ତାହା କେହି କହିପାରିବେ ନାହିଁ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତୁରେକେଲା ଥାନା ବଗବହାଲ ଗାଁ ରେ । ଏକ ମୋଟର ସାଇକେଲରେ ୩ ଜଣ ଚାଉଳ ନେବାକୁ ଆସି ଘରକୁ ଫେରୁଥିବା ସମୟରେ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ତୁରେକେଲା…

ଝାରସୁଗୁଡା ବିଜୁ ଏକ୍ସପ୍ରେସ ୱେର ସରବାହାଲ ବାଇପାସ୍ ଦୁର୍ଘଟଣା, ୭ ଭୂଷଣ କର୍ମଚାରୀଙ୍କ ମୃତ୍ୟୁ, ୧୩ରୁ ଅଧିକ ଗୁରୁତର

ଝାରସୁଗୁଡ଼ା(କେନ୍ୟୁଜ୍): ଝାରସୁଗୁଡା ବିଜୁ ଏକ୍ସପ୍ରେସ ୱେର ସରବାହାଲ ବାଇପାସରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କୋଇଲା ବୋଝେଇ ହାଇଓ୍ଵା ଧକ୍କାରେ ଦୁର୍ଘଟଣାରେ ୭ ଜଣ ଭୂଷଣ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ୧୩ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ବିଭିନ୍ନ ମେଡିକାଲରେ ଚିକିତ୍ସା ଚାଲିଛି ।…

ପିକ୍‌ନିକ୍‌ ହେଲା କାଳ: ସାଙ୍ଗଙ୍କ ସହ ବୁଲିବାକୁ ଆସି ଦୁର୍ଘଟଣାରେ ଚାଲିଗଲା ଛାତ୍ରଙ୍କ ଜୀବନ, ଅନ୍ୟ ୫ ଗୁରୁତର

ଛତ୍ରପୁର(କେନ୍ୟୁଜ୍): ପିକ୍‌ନିକ୍‌ ହେଲା କାଳ । ଏକ କାରରେ ସାଙ୍ଗଙ୍କ ସହ ବୁଲିବାକୁ ଆସି ଦୁର୍ଘଟଣାରେ ଚାଲିଗଲା ଜଣେ ଛାତ୍ରଙ୍କ ଜୀବନ । ଅନ୍ୟ ୫ଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି । ଭୁବନେଶ୍ୱରରୁ ଗୋପାଳପୁର ବୁଲିବାକୁ ଆସି ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି । ଗତକାଲି ସମସ୍ତେ ବୁଲିବାକୁ…

ଷଣ୍ଢ ସହ ଧକ୍କା ହେଲା ବାଇକ୍, ଆଖି ବୁଜିଲେ ଆନନ୍ଦପୁର ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ

ଆନନ୍ଦପୁର(କେନ୍ୟୁଜ୍): ଘଷିପୁରା ଥାନା ନାରଙ୍ଗପୁର ଛକ ନିକଟରେ ବିଳମ୍ବିତ ରାତିରେ ବାଇକ ଦୁର୍ଘଟଣାରେ ଆନନ୍ଦପୁର ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ରାମଚନ୍ଦ୍ର ମାରାଣ୍ଡି ମୃତ। ବାଇକ୍ ଯୋଗେ ନିଜ ଘର ହରିଚନ୍ଦନପୁର ବ୍ଲକ୍ ଟାଙ୍ଗିରିଆପାଳ ଅଞ୍ଚଳରୁ ଫେରୁଥିବା ସମୟରେ ଏକ ଷଣ୍ଢ ସହ…

ଶୋଇଥିବା ବେଳେ ଶ୍ରମିକଙ୍କ ଉପରକୁ ମାଡ଼ିଗଲା ବାଲି ବୋଝେଇ ଟ୍ରକ୍: ୨ ମୃତ, ତିନି ଗୁରୁତର

ଖୋର୍ଦ୍ଧା(କେନ୍ୟୁଜ୍): ସକାଳୁ ସକାଳୁ ଖୋର୍ଦ୍ଧାରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଶୋଇଥିବା ବେଳେ ଶ୍ରମିକଙ୍କ ଉପରକୁ ମାଡ଼ିଗଲା ବାଲି ବୋଝେଇ ଟ୍ରକ୍। ଦୁର୍ଘଟଣାରେ ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାପାଳଙ୍କ…

କାଠ ବୋଝେଇ ପିକଅପ ଭ୍ଯାନକୁ ପଛପଟୁ ପିଟିଲା ଆମ୍ବୁଲାନ୍ସ , ୨ ଗୁରୁତର

ଭଦ୍ରକ(କେନ୍ୟୁଜ): ଜାତୀୟ ରାଜପଥ ପାର୍ଶ୍ଵରେ ଛିଡା ହୋଇଥିବା କାଠ ବୋଝେଇ ପିକଅପକୁ ପଛ ପଟୁ ପିଟିଲା ଆମ୍ବୁଲାନ୍ସ। ଆମ୍ବୁଲାନ୍ସର ୨ କର୍ମଚାରୀ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଭର୍ତ୍ତି। ୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ ରାହାଞ୍ଜ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । ସୂଚନା…

ବାଲେଶ୍ୱର ଗାନ୍ଧିଛକ ନିକଟରେ ଡିଭାଇଡରେ ପିଟିହେଲା କାର୍‌: ମହିଳା ମୃତ, ୩ ଗୁରୁତର

ଜଳେଶ୍ୱର(କେନ୍ୟୁଜ): ଡିଭାଇଡରେ ପିଟିହେଲା କାର୍‌ । ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ୩ଜଣ ଗୁରୁତର ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଗାନ୍ଧିଛକ ନିକଟରେ ଦୁର୍ଘଟଣା ଘଟିଛି । ଆଜି ସକାଳୁ କାର୍‌ଟି ୬ଜଣ ଯାତ୍ରୀଙ୍କୁ ନେଇ କୋଲକାତାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା । ଗାନ୍ଧୀ…