Browsing Tag

accident in jagatsinghpur

କି ଦୁର୍ଭାଗ୍ୟ ! ୨୦୧୫ରେ ବାପା ଚାଲି ଯାଇଥିଲେ ଦୁର୍ଘଟଣାରେ ଆଜି ଭେଣ୍ଡିଆ ପୁଅକୁ ବି ଚାପି ଦେଲା ବସ୍

ଜଗତସିଂହପୁର(କେନ୍ୟୁଜ୍): ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ମୁଣ୍ଡାଳ ସ୍ଥିତ ପଲିଟେକନିକ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ଜଣେ ୨୫ବର୍ଷୀୟ ଯୁବକର ମୃତ୍ୟୁ। ମୃତକ ଜଣକ ହେଲେ ସ୍ଥାନୀୟ ଖଇରା ଗାଁର ବ୍ରିଜେଶ ରୋଶନ ରାୟ। ସୂଚନା ମୁତାବକ ଆଜି ସକାଳ ପ୍ରାୟ ୯.୩୦…