ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣା, ଅଭିଯୁକ୍ତ ପ୍ରମୋଦକୁ ଆଜି ରିମାଣ୍ଡରେ ଆଣିପାରେ ପୋଲିସ
କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ପ୍ରମୋଦକୁ ରିମାଣ୍ଡରେ ଆଣିପାରେ ପୋଲିସ । ଗତକାଲି ଡାକ୍ତରୀ ମାଇନା ପରେ କୋର୍ଟ ହାଜର କରିଥିଲା ପଟ୍ଟାମୁଣ୍ଡାଇ ପୋଲିସ । ଗିରଫ ଅଭିଯୁକ୍ତ ବୟ ଫ୍ରେଣ୍ଡ ପ୍ରମୋଦ ବେହେରା ମୋବାଇଲରୁ ମିଳିଛି ୫୦ ରୁ ଅଧିକ ଅଶ୍ଳୀଳ ଭଡିଓ ।…