Browsing Tag

action

୮୦ବର୍ଷରେ ବି ଅମିତାଭ କହିଲେ ମୁଁ କରିବି ଆକ୍ସନ !

ଭେଟେରାନ ଆକ୍ଟର ତଥା ଲିଜେଣ୍ଡ ଅମିତାଭ ବଚ୍ଚନ । ଯିଏ କି ତାଙ୍କ ଜମାନାରେ ଅନେକ ଆକ୍ସନ ଫିଲ୍ମସରେ ନିଜ ଯାଦୁଗରି ଅଭିନୟ ଦେଖାଇଛନ୍ତି । ଆଉ ବର୍ତ୍ତମାନ ସେ ଯେତେବେଳେ ଏକ ଷ୍ଟଣ୍ଟ କରିବାର ସୁଯୋଗ ପାଇଛନ୍ତି ତାକୁ ହାତଛଡା କରିବାକୁ ଚାହିଁନାହାନ୍ତି ସେ । ବଡି ଡବଲ ରୋଲକୁ ମନା କରିଦେଇଛନ୍ତି…