Browsing Tag

additional budget

ବିଧାନସଭାରେ ଆସିଲା ୧୬, ୮୦୦କୋଟି ଟଙ୍କାର ଅତିରିକ୍ତ ବଜେଟ୍‌:  ନଜର ପକାନ୍ତୁ କେଉଁ କେଉଁ ବିଭାଗ ପ୍ରତି ହୋଇଛି କେତେ…

ଭୁବନେଶ୍ବର(କେନ୍ୟୁଜ୍): ଆସିଲା ୧୬ ହଜାର ୮ଶହ କୋଟି ଟଙ୍କାର ଅତିରିକ୍ତ ବଜେଟ୍‌ ୨୦୨୨-୨୩। ଫୋକସରେ ରହିଛି ସ୍ୱାସ୍ଥ୍ୟ, ଶିକ୍ଷା, ଜଳସମ୍ପଦ, ବିପର୍ଯ୍ୟୟ ପରିଚାଳନା। ୧୬ ହଜାର ୮୦୦ କୋଟି ଟଙ୍କା ମଧ୍ୟରୁ ପ୍ରଶାସନିକ ବ୍ୟୟ ରହିଛି ୪ ହଜାର ୯୩୪ କୋଟି ଟଙ୍କା। କାର୍ଯ୍ୟକ୍ରମ ବ୍ୟୟ ୯ ହଜାର ୨୦୦…