ପୁଣି ଭୟଙ୍କର ପ୍ଲେନ୍ କ୍ରାସ୍, କାହିଁକି ବାରମ୍ବାର ଘଟୁଛି ବିମାନ ଦୁର୍ଘଟଣା ?
ବିମାନକୁ ପଡ଼ିଛି କି ଶନି ଦଶା ? ଗୋଟିଏ ପରେ ଗୋଟିଏ ଘଟୁଛି ବିମାନ ଦୁର୍ଘଟଣା । ସତେ ଯେମିତି ବିମାନକୁ ଜଗି ବସିଛି କାଳ । କ୍ଷଣିକ ଭିତରେ ନେଇଯାଉଛି ଅନେକଙ୍କ ଜୀବନ ।ଏକଥା ଆମେ କହୁନୁ ବର୍ତ୍ତମାନ ସାଧାରଣରେ ଉଠିଛି ଏହି ପ୍ରଶ୍ନ ? କାହିଁକି ବାରମ୍ବାର ଘଟୁଛି ବିମାନ ଦୁର୍ଘଟଣା ?
ହଁ…