Browsing Tag

amrit garden

ଆଜି ଉଦ୍‌ଘାଟନ ହେବ ଅମୃତ ଉଦ୍ୟାନ: ଜାନୁଆରୀ ୩୧ରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ

କେନ୍ୟୁଜ୍(ବ୍ୟୁରୋ):  ଆଜି ଉଦ୍‌ଘାଟିତ ହେବ ଅମୃତ ଉଦ୍ୟାନ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଏହାର ଶୁଭ ଉଦ୍‌ଘାଟନ କରିବେ। ରାଷ୍ଟ୍ରପତି ଭବନ ଉଦ୍ୟାନ ମୋଗଲ ଗାର୍ଡେନର ନାଁ ବଦଳାଇ ଅମୃତ ଉଦ୍ୟାନ ରଖାଯାଇଛି । ଚଳିତ ବର୍ଷ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ପାଳୁଛି ଆଜାଦି କା…