Browsing Tag

Anganwadi Teacher

ଅଙ୍ଗନବାଡି କେନ୍ଦ୍ରରେ ଅବ୍ୟବସ୍ଥା, ଦିଦିଙ୍କ ଘରେ ପାଠ ପଢ଼ୁଛନ୍ତି କୋମଳମତି ଛାତ୍ରଛାତ୍ରୀ

ପାଟଣାଗଡ଼: ଅଙ୍ଗନୱାଡ଼ି କେନ୍ଦ୍ରକୁ ପିଲାମାନେ ପ୍ରତିଦିନ ପାଠ ପଢ଼ିବାକୁ ଯାଆନ୍ତି । କିନ୍ତୁ ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ି ରହିଛି ଅଙ୍ଗନୱାଡ଼ି କେନ୍ଦ୍ର । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଖୁର୍ସେଲ ଗ୍ରାମପଞ୍ଚାୟତ ଇନ୍ଦପୁର ଗାଁରେ ଦୁଇଟି ଅଙ୍ଗନବାଡି କେନ୍ଦ୍ର ରହିଛି । ଏକ ନମ୍ବର…

ସାପ ବେଙ୍ଗ ଭିତରେ ଚାଲିଛି ପାଠ ପଢା, ଗଛ ମୂଳେ ଗଢା ଚାଲିଛି କୁନି କୁନି ପିଲାଙ୍କ ଭବିଷ୍ୟତ

ଆନନ୍ଦପୁର: ଚାଲିଛି ପାଠ ପଢା । ହାତରେ ବହି ଧରି ଶିକ୍ଷୟତ୍ରୀ ପଢାଉଛନ୍ତି ପାଠ । ସେପଟେ କୁନି କୁନି ପିଲାମାନେ ମଧ୍ୟ ଶିକ୍ଷୟତ୍ରୀଙ୍କ ପ୍ରଶ୍ନର ଦେଉଛନ୍ତି ଉତ୍ତର । ଗଛମୂଳେ ଗଢା ଚାଲିଛି ଅଙ୍ଗନୱାଡ଼ି ଶିଶୁଙ୍କ ଭବିଷ୍ୟତ । ସରକାର ଗାଁ ଗାଁରେ ବିକାଶର ବାର୍ତ୍ତା ବାଣ୍ଟୁ ଥିବାବେଳେ ଏଠାରେ…

ଅଙ୍ଗନବାଡି ସୁପରଭାଇଜର ପାଇଁ ଯୋଗ୍ୟତା ରହିବ ଗ୍ରାଜୁଏସନ, କ୍ୟାବିନେଟ ବୈଠକର ନିଷ୍ପତି

ଭୁବନେଶ୍ବର : ଏଣିକି ଅଙ୍ଗନବାଡି ସୁପରଭାଇଜର ପାଇଁ ସର୍ବନିମ୍ନ ଯୋଗ୍ୟତା ରହିବ ଗ୍ରାଜୁଏସନ ।  ଆଗରୁ ମାଟ୍ରିକ ଥିଲା ।  ଆଜି କ୍ୟାବିନେଟ ବୈଠକରେ ଏହି ନିଷ୍ପତି ନିଆଯାଇଛି ।  ଏହା ସହ ଅନୁସୂଚିତ ଜାତି ଜନଜାତିର କ୍ୟାଡର ପୁନଃ ଗଠନ କରାଯାଇ ୨୪ ପଦବୀ  ସୃଷ୍ଟି କରାଯାଇଛି । ଅବକାରୀ ବିଭାଗର…

ସିଧା ସଳଖ ଚାଲି ପାରନ୍ତି ନାହିଁ ସଞ୍ଜୁ, କିନ୍ତୁ ସଂଘର୍ଷ ବଳରେ ପିଲାଙ୍କୁ ପାଠ ପଢ଼ାଉଛନ୍ତି

ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ସୁଲତାନପୁର ପଞ୍ଚାୟତ ବାଗରୁଖୀ ଗାଁର ଅଙ୍ଗନବାଡି ଦିଦି ସଞ୍ଜୁଲତା ବେହେରା । ସଳଖି ଚାଲି ପାରନ୍ତିନି ସଞ୍ଜୁ । ଜନ୍ମରୁ ଦୁଇ ବର୍ଷ ଯାଏଁ ସବୁ ଠିକ ଠାକ ଥିଲା । ହେଲେ ଯେମିତି ବୟସ ବଢ଼ିଲା ସେମିତି ଶରୀରରେ ସମସ୍ୟା ଦେଖାଗଲା । ଠିକ ଭାବେ ଚାଲି ପାରିଲେନି ।…

ବାରମ୍ବାର ପ୍ୟାଣ୍ଟରେ ପରିସ୍ରା କରୁଥିଲା ୩ ବର୍ଷର ବାଳକ, ରାଗରେ ଗୁପ୍ତାଙ୍ଗରେ ନିଆଁ ଲଗେଇ ଦେଲେ ଅଙ୍ଗନୱାଡ଼ି ଶିକ୍ଷକ

ଛାତ୍ରମାନେ ଯଦି କୌଣସି ଭୁଲ୍ କରନ୍ତି, ତାହେଲେ ଶିକ୍ଷକମାନେ ଦଣ୍ଡ ଦେଇଥାନ୍ତି । ଅବଶ୍ୟ, ଏବେ ଦଣ୍ଡ ଦେବା ଉପରେ ନେଇ ଅନେକ ନିୟମ ରହିଛି । କିନ୍ତୁ ବର୍ତ୍ତମାନ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣବି ଆଶ୍ଚର୍ଯ୍ୟ ହୋଇଯିବେ । କାରଣ କର୍ଣ୍ଣାଟକ ଟୁମକୁର ଜିଲ୍ଲାରେ ଏକ ଘୃଣ୍ୟ…