ଶୀଘ୍ର ରାଗି ଯାଉଥିଲେ ଏହି ଟିପ୍ସକୁ ଫଲୋ କରନ୍ତୁ, ସବୁ ପରିସ୍ଥିତିରେ ରହିପାରିବେ ଶାନ୍ତ
କ୍ରୋଧ ମଣିଷର ପରମ ଶତ୍ରୁ। ଏହାଦ୍ୱାରା କାହିଁ କେତେ କାମ ସବୁ ବିଗିଡ଼ି ଯାଏ। ତେଣୁ ଯଦି ଏହି ସମୟରେ ନିଜ କ୍ରୋଧ ପ୍ରତି ନିୟନ୍ତ୍ରଣ ରଖିବା ଜରୁରୀ। ଯଦି ଆମେ ନିଜ ଉପରେ କାବୁ ନରଖିବା ତେବେ ଭଲ କାମ ବି ଖରାପ ହୋଇଯିବ। କ୍ରୋଧ ମଣିଷର ଏକ ଇମୋସନ। କିନ୍ତୁ ଯଦି ଏହା ଖତରନାକ ସ୍ଥିତିକୁ ପଳାଏ…