ଆପାର୍ଟମେଣ୍ଟ ବାସିନ୍ଦାଙ୍କ ଦୁଆରେ ପହଞ୍ଚାଉଥିଲେ ପରିବା କିନ୍ତୁ ଅର୍ଥ ଅଭାବରୁ କରିପାରୁନଥିଲେ ଝିଅର ବିବାହ,…
ଜଣେ ପରିବା ବିକ୍ରେତାଙ୍କ ଝିଅ ବାହାଘର କରି ଏବେ ଖୁବ ଚର୍ଚ୍ଚାରେ ରହିଛି ଏକ ଆପାର୍ଟମେଣ୍ଟ । ଯାହାକି ଦିଲ୍ଲୀରେ ଥିବା ନୋଏଡାରେ ସେକ୍ଟର ୧୨୧ କ୍ଲିଓ କାଉଣ୍ଟ ସୋସାଇଟିରେ ରହିଛି । ଏହି ସ୍ଥାନରେ ଏକ ନିଆରା ବାହାଘରର ଆୟୋଜନ କରାଯାଇଥିଲା । ଜଣେ ପରିବା ବିକ୍ରି କରୁଥିବା ମହିଳାଙ୍କ ବାହାଘର…