Browsing Tag

Assembly elections

ଭୋଟ୍ ଦେବାକୁ ଛିଡ଼ା ହୋଇଥିବା ବେଳେ ହୃଦଘାତର ଶିକାର ହେଲେ ବିଧାୟକ ପ୍ରାର୍ଥୀ, ଚାଲିଗଲା ପ୍ରାଣବାୟୁ

ମହାରାଷ୍ଟ୍ରର ୨୮୮ ଆସନରେ ବୁଧବାର ସନ୍ଧ୍ୟା ୫ଟା ସୁଦ୍ଧା ୫୮.୨୨% ମତଦାନ ହୋଇଛି । କିନ୍ତୁ ଏହାରି ମଧ୍ୟରେ ଏକ ଦୁଃଖଦ ଖବର ଆସିଛି । ବିଡ୍ ବିଧାନସଭା ନିର୍ବାଚନ ମଣ୍ଡଳୀର ସ୍ୱାଧୀନ ପ୍ରାର୍ଥୀ ବାଲା ସାହେବ ସିନ୍ଦେଙ୍କର ମୃତ୍ୟୁ ହୋଇଛି । ମତଦାନ କେନ୍ଦ୍ରରେ ହିଁ ହୃଦଘାତରେ ତାଙ୍କ ପରଲୋକ…

ପରିବାର ସାଙ୍ଗରେ ଭୋଟ୍ ଦେଲେ ସଚିନ ତେନ୍ଦୁଲକର, ମତଦାନ କରିବାକୁ ଲୋକଙ୍କୁ କଲେ ଅପିଲ୍

ପରିବାର ସାଙ୍ଗରେ ଭୋଟ୍ ଦେଲେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର । ଆଜି ବିଧାନସଭା ନିର୍ବାଚନ ପାଇଁ ମହାରାଷ୍ଟ୍ରରେ ଭୋଟିଂ ଚାଲିଛି । ଏହାରି ମଧ୍ୟରେ ମହାନ କ୍ରିକେଟର ସଚିନ ତେନ୍ଦୁଲକର ମୁମ୍ବାଇର ଏକ ମତଦାନ କେନ୍ଦ୍ରକୁ ଯାଇ ନିଜର ମତସାବ୍ୟସ୍ତ କରିଛନ୍ତି । ପତ୍ନୀ ଅଞ୍ଜଳି ଓ ଝିଅ ସାରାଙ୍କ…

ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ପାଇଁ ମତଦାନ ଆରମ୍ଭ, ୨୩ରେ ଆସିବ ଦୁଇ ରାଜ୍ୟର ରେଜଲ୍ଟ

ଭୋଟ ଦେଉଛି ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ । ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ କଡ଼ା ସୁରକ୍ଷାରେ ମତଦାନ ଚାଲିଛି । ସକାଳ ୭ଟାରୁ ଅପରାହଣ ୫ଟା ଯାଏ ଭୋଟ ନିଆଯିବ । ଗୋଟିଏ ପର୍ଯାୟରେ ମହାରାଷ୍ଟ୍ରର ସମସ୍ତ ୨୮୮ ଆସନ ପାଇଁ ଭୋଟିଂ ହେଉଛି । ବହୁ ହେଭିୱେଟଙ୍କ ସମେତ ୪ ହଜାର ୧୩୬…

ଆଜି ଝାଡ଼ଖଣ୍ଡ ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ୪୩ଟି ବିଧାନସଭା ଆସନ ପାଇଁ ହେବ ମତଦାନ

ଝାଡ଼ଖଣ୍ଡ ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ।  କଡ଼ା ସୁରକ୍ଷା ମଧ୍ୟରେ ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟିଂ ।  ବୁଥ ଆଗରେ ଲାଗିଲାଣି ଲମ୍ବା ଲାଇନ । ସଂଧ୍ୟା ୫ଟା ଯାଏ ମତଦାନ ଚାଲିବ । ପ୍ରଥମ ପର୍ଯ୍ୟାୟରେ ୧୩ଟି ଜିଲ୍ଲାର ୪୩ଟି ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ ।…

ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲେ ବିଜେଡି ସୁପ୍ରିମୋ, ଜାଣନ୍ତୁ କିଏ କେଉଁଠି ଲଢ଼ିବେ

ଭୁବନେଶ୍ୱର (କେନ୍ୟୁଜ): ଆସିଲା ବିଜେଡିର ପ୍ରଥମ ପ୍ରାର୍ଥୀ ତାଲିକା । ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଖୋଦ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । କିଏ କେଉଁଠୁ ହୋଇଛନ୍ତି ପ୍ରାର୍ଥୀ…