ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲେ ବିଜେଡି ସୁପ୍ରିମୋ, ଜାଣନ୍ତୁ କିଏ କେଉଁଠି ଲଢ଼ିବେ

ଆସିଲା ବିଜେଡିର ପ୍ରଥମ ପ୍ରାର୍ଥୀ ତାଲିକା । ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି ।

ଭୁବନେଶ୍ୱର (କେନ୍ୟୁଜ): ଆସିଲା ବିଜେଡିର ପ୍ରଥମ ପ୍ରାର୍ଥୀ ତାଲିକା । ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଖୋଦ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ।

 

କିଏ କେଉଁଠୁ ହୋଇଛନ୍ତି ପ୍ରାର୍ଥୀ

ବିଷମ କଟକରୁ ଜଗନ୍ନାଥ ସାରକା
ଗୁଣୁପୁରରୁ ରଘୁନାଥ ଗମାଙ୍ଗ
ରାୟଗଡାରୁ ଅନୁସୂୟା ମାଝୀ
ବରଗଡରୁ ଦେବେଶ ଆଚାର୍ଯ୍ୟ
ବିଜେପୁରରୁ ରୀତା ସାହୁ
ଅତାବିରାରୁ ସେହ୍ନାଙ୍ଗିନୀ ଛୁରିଆ
ଭଟଲିରୁ ସୁଶାନ୍ତ ସିଂ
ଜଳେଶ୍ୱରରୁ ଅଶ୍ୱିନୀ କୁମାର ପାତ୍ର
ବସ୍ତାରୁ ସୁବାସିନୀ ଜେନା
ଭଣ୍ଡାରୀପୋଖରୀରୁ ସଞ୍ଜୀବ ମଲ୍ଲିକ
ଭଦ୍ରକରୁ ପ୍ରଫୁଲ ସାମଲ
ବାସୁଦେବପୁରରୁ ବିଷ୍ଣୁ ବ୍ରତ ରାଉତରାୟ
ଧାମନଗରରୁ ଡକ୍ଟର ସଞ୍ଜୟ କୁମାର ଦାସ
ଚାନ୍ଦବାଲିରୁ ବ୍ୟୋମକେଶ ରାୟବିଞ୍ଝାରପୁରରୁ ପ୍ରମିଳା ମଲ୍ଲିକ
ଧର୍ମଶାଳାରୁ ପ୍ରଣବ ବଳବନ୍ତରାୟ
ଯାଜପୁରରୁ ସୁଜାତା ସାହୁ
ସୁକିନ୍ଦାରୁ ପ୍ରୀତିରଞ୍ଜନ ଘଡେଇ
ଢେଙ୍କାନାଳରୁ ସୁଧୀର ସାମଲ
କାମାକ୍ଷାନଗରରୁ ପ୍ରଫୁଲ କୁମାର ମଲ୍ଲିକ
ପରଜଙ୍ଗରୁ ନୃସିଂହ ସାହୁ
ପାଲଲହଡାରୁ ମୁକେଶ ପାଲ
ଛେଣ୍ଡିପଦାରୁ ସୁଶାନ୍ତ କୁମାର ବେହେରା
ସୋନପୁରରୁ ନିରଞ୍ଜନ ପୂଜାରୀ
ଲୋଇସିଂହାରୁ ନିହାର ରଞ୍ଜନ ବେହେରା
ପାଟଣାଗଡରୁ ସରୋଜ ମେହେର
ବଲାଙ୍ଗୀରରୁ କଳିକେଶ ନାରାୟଣ ସିଂହଦେଓ
ଟିଟିଲାଗଡରୁ ଟୁକୁନି ସାହୁ
ନୂଆପଡାରୁ ରାଜେନ୍ଦ୍ର ଢୋଲକିଆ
ଉମରକୋଟରୁ ନବୀନା ନାୟକ
ଝରିଗାଁରୁ ରମେଶ ଚନ୍ଦ୍ର ମାଝୀ
ନବରଙ୍ଗପୁରରୁ କୌଶଲ୍ୟା ପ୍ରଧାନୀ
ଡାବୁଗାଁରୁ ମନୋହର ରନ୍ଧାରୀ
ଲାଞ୍ଜିଗଡରୁ ପ୍ରଦୀପ କୁମାର ଦିଶାରୀ
ଜୁନାଗଡରୁ ଦିବ୍ୟଶଙ୍କର ମିଶ୍ର
ଧର୍ମଗଡରୁ ପୁଷ୍ପେନ୍ଦ୍ର ସିଂ ଦେଓ
ଭବାନୀପାଟଣାରୁ ଲତିକା ନାୟକ
ଜି ଉଦୟଗିରିରୁ ସାଲୁଗା ପ୍ରଧାନ
କଣ୍ଟାମାଳରୁ ମହିଧର ରଣା
ବୌଦ୍ଧରୁ ପ୍ରଦୀପ କୁମାର ଅମାତ
ବଡମ୍ବାରୁ ଦେବୀ ପ୍ରସାଦ ମିଶ୍ର
ବାଙ୍କୀରୁ ଦେବୀରଞ୍ଜନ ତ୍ରିପାଠୀ
ଆଠଗଡରୁ ରଣେନ୍ଦ୍ର ପ୍ରତାପ ସ୍ୱାଇ
କଟକ ଚୌଦ୍ୱାରରୁ ସୌଭିକ ବିଶ୍ୱାଳ
ନିଆଳିରୁ ପ୍ରମୋଦ ମଲ୍ଲିକ
କଟକ ସଦରରୁ ଚନ୍ଦ୍ରସାରଥୀ ବେହେରା
ପାଟକୁରାରୁ ଅରବିନ୍ଦ ମହାପାତ୍ର
ଆଳିରୁ ପ୍ରତାପ ଦେବ
ରାଜନଗରରୁ ଧ୍ରୁବ ସାହୁ
ମହାକାଳପଡାରୁ ଅତନୁ ସବ୍ୟସାଚ୍ଚୀ ନାୟକ
ପୁରୀରୁ ସୁନୀଲ ମହାନ୍ତି
ବ୍ରହ୍ମଗିରିରୁ ଉମାକାନ୍ତ ସାମନ୍ତରାୟ
ସତ୍ୟବାଦୀରୁ ସଞ୍ଜୟ ଦାସବର୍ମା
ପିପିଲିରୁ ରୁଦ୍ର ପ୍ରସାଦ ମହାରଥୀ
ଜଟଣୀରୁ ବିଭୂତି ବଳବନ୍ତରାୟ
ରଣପୁରରୁ ସତ୍ୟନାରାୟଣ ପ୍ରଧାନ
ଦଶପଲ୍ଲାରୁ ରମେଶ ଚନ୍ଦ୍ର ବେହେରା
ନୟାଗଡରୁ ଅରୁଣ ସାହୁ
ଭଞ୍ଜନଗରରୁ ବିକ୍ରମ କେଶରୀ ଆରୁଖ
ପୋଲସରାରୁ ଶ୍ରୀକାନ୍ତ ସାହୁ
କବିସୂର୍ଯ୍ୟନଗରରୁ ଲତିକା ପ୍ରଧାନ
ଛତ୍ରପୁରରୁ ସୁବାଷ ଚନ୍ଦ୍ର ବେହେରା
ସୋରଡାରୁ ସଂଘମିତ୍ରା ସ୍ୱାଇଁ
ହିଞ୍ଜିଳିରୁ ନବୀନ ପଟ୍ଟନାୟକ
ଗୋପାଳପୁରରୁ ବିକ୍ରମ କୁମାର ପଣ୍ଡା
ଦିଗପହଣ୍ଡିରୁ ବିପ୍ଲବ ପାତ୍ର
ଚିକିଟିରୁ ଚିନ୍ମୟ ନନ୍ଦ ଶ୍ରୀରୂପଦେବ
କୋଟପାଡରୁ ଚନ୍ଦ୍ରଶେଖର ମାଝୀ
କୋରାପୁଟରୁ ରଘୁରାମ ପୋଡାଲ
ମାଲକାନଗିରିରୁ ମାନସ ମାକାମ୍ବୀ
ଘଷିପୁରାରୁ ବଦ୍ରିନାରାୟଣ ପାତ୍ର
ପାଟଣାରୁ ଜଗନ୍ନାଥ ନାୟକ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.