ଲୋକସଭା ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କଲା ବିଜେଡି, ଭୁବନେଶ୍ବରରୁ ଲଢ଼ିବେ ମନ୍ମଥ ରାଉତରାୟ

ଓଡ଼ିଶା ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜୁ ଜନତା ଦଳ । ବିଭିନ୍ନ ଆସନରୁ ନିର୍ବାଚନ ଲଢେଇ ପାଇଁ ଅନୁମତି ପାଇଛନ୍ତି ବିଜେଡିର ଆଗ ଧାଡ଼ିର ନେତା ।

ଭୁବନେଶ୍ୱର (କେନ୍ୟୁଜ): ୯ ଲୋକସଭା ପ୍ରାର୍ଥୀ ଘୋଷଣା କଲା ବିଜେଡି । ସମ୍ବଲପୁର- ପ୍ରଣବ ପ୍ରକାଶ ଦାସ । କେନ୍ଦ୍ରାପଡ଼ା- ଅଂଶୁମାନ ମହାନ୍ତି । କଳାହାଣ୍ଡି- ଲମ୍ବୋଦର ନିଆଲ । ସୁନ୍ଦରଗଡ଼- ଦିଲ୍ଲୀପ ତିର୍କୀ । ମୟୂରଭଞ୍ଜ- ସୁଦାମ ମାର୍ଣ୍ଡି । ଆସିକା- ରଞ୍ଜିତା ସାହୁ । କୋରାପୁଟ- କୌଶଲ୍ୟା ହିକକା । ଭୁବନେଶ୍ବର- ମନ୍ମଥ ରାଉତରାୟ । ନବରଙ୍ଗପୁର- ପ୍ରଦୀପ ମାଝୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.