Below header
Browsing Tag

lok sabha election

ଦେଶର ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟ, ୮ ରାଜ୍ୟରେ ୪୯ ଲୋକସଭା ଆସନରେ ମତଦାନ

ନୂଆଦିଲ୍ଲୀ : ଦେଶର ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟ । ୬ଟି ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ଲୋକସଭା ଆସନରେ ମତାଧିକାର ସାବ୍ୟସ୍ତ କରୁଛନ୍ତି ଭୋଟର । ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଜନତା ଜନାର୍ଦ୍ଦନ। ଉତ୍ତରପ୍ରଦେଶର ୧୪, ମହାରାଷ୍ଟ୍ରର ୧୩,…

୨୫,୦୦୦ରୁ ୯୫ ଲକ୍ଷ…ପ୍ରତ୍ୟେକ ନିର୍ବାଚନ ସହିତ କିପରି ବଢ଼ିଲା ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା

ଦେଶରେ ବର୍ତ୍ତମାନ ଲୋକସଭା ନିର୍ବାଚନ ଚାଲିଛି । ନିର୍ବାଚନ ଆୟୋଗ (ଇସି)ଙ୍କ ମୁଖ୍ୟ ଦାୟିତ୍ୱ ହେଲା, ଉଭୟ ରାଜନୈତିକ ଦଳ ଏବଂ ପ୍ରାର୍ଥୀଙ୍କ ଦ୍ୱାରା କରାଯାଉଥିବା ନିର୍ବାଚନୀ ଖର୍ଚ୍ଚର ତଦାରଖ କରିବା । ନିର୍ବାଚନ ଆୟୋଗ ନିଜର ପର୍ଯ୍ୟବେକ୍ଷକ ଏବଂ ରାଜ୍ୟ ତଥା କେନ୍ଦ୍ରୀୟ ଏଜେନ୍ସି ଜରିଆରେ…

ଗଣତନ୍ତ୍ର ପର୍ବରେ ସାମିଲ ହେଲେ ରିତେଶ-ଜେନେଲିଆ, ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ଦେଲେ ଭୋଟ୍‌

ଭୋଟ୍‌ ଦେଲେ ରିତେଶ ଦେଶମୁଖ ଓ ଜେନେଲିଆ ଡିସୁଜା । ବି ଟାଉନର ଏହି ଲୋକପ୍ରିୟ ଯୋଡ଼ି ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ନିଜର ମତ ସାବ୍ୟସ୍ତ କରିଛନ୍ତି । ଦେଶରେ ଆଜି ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟିଂ ଚାଲିଛି । ଏହି ବଲିଉଡ୍‌ ଦମ୍ପତି ମହାରାଷ୍ଟ୍ରର ଲାତୁର ଲୋକସଭା ଆସନରୁ ନିଜର…

ପୋଲିଂ ବୁଥରେ ପାଣି, ଛାଇ, ଶୌଚାଳୟ ସହ ହ୍ୱିଲ ଚେୟାରର ବ୍ୟବସ୍ଥା

କେନ୍ୟୁଜ୍: ପୋଲିଂ ବୁଥରେ ପାଣି, ଛାଇ, ଶୌଚାଳୟ, ଦିବ୍ୟାଙ୍ଗ ଓ ବୟସ୍କ ଭୋଟରଙ୍କ ପାଇଁ ରାମ୍ପ ଆଦି ପ୍ରସ୍ତୁତ ରହିଛି । ସ୍ଥାନୀୟ ବିଷୟବସ୍ତୁକୁ ନେଇ ପ୍ରତି ନିର୍ବାଚନ ମଣ୍ଡଳୀରେ ମଡେଲ ପୋଲିଂ ବୁଥ ସ୍ଥାପିତ ହୋଇଛି । ଏହାସହିତ ମହିଳାଙ୍କ ପାଇଁ ୫ ହଜାରରୁ ଅଧିକ ମହିଳା ପୋଲିଂ ବୁଥ ସ୍ଥାପିତ…

ଗଣତନ୍ତ୍ର ମହାପର୍ବର ପ୍ରଥମ ପର୍ଯ୍ୟାୟ ଭୋଟିଂ ଆରମ୍ଭ: ମତଦାନ କରିବେ ୧୬ କୋଟି ୬୩ ଲକ୍ଷ ଭୋଟର

କେନ୍ୟୁଜ୍‌: ଗଣତନ୍ତ୍ର ମହାପର୍ବର ପ୍ରଥମ ପର୍ଯ୍ୟାୟ । ୧୮ ତମ ଲୋକସଭା ପାଇଁ ଆଜି ମତଦାନ ଆରମ୍ଭ । ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ଟି ଲୋକସଭା ଆସନ ପାଇଁ ଆରମ୍ଭ ହେଲା ଭୋଟିଂ। ୧୬୨୫ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା । ୧ ଲକ୍ଷ ୮୭ ହଜାର ପୋଲିଂ ବୁଥରେ ମତଦାନ କରିବେ ୧୬ କୋଟି…

ପ୍ରଥମ ପର୍ଯ୍ୟାୟ ନିର୍ବାଚନ : କାଲି ୧୬୨୫ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା

ଭୁବନେଶ୍ୱର(କେନ୍ୟୁଜ୍‌): ୨୦୨୪ ସାଧାରଣ ନିର୍ବାଚନ ପାଇଁ କାଲି ପ୍ରଥମ ପର୍ଯ୍ୟାୟ ମତଦାନ । ୧୦୨ଟି ଆସନରେ ୧୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ କରିବେ ୧୬କୋଟି ୬୩ ଲକ୍ଷ ଭୋଟର । ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏ ପୋଲିଂ । ଏକଲକ୍ଷ ୮୭ ହଜାର ପୋଲିଂ ବୁଥରେ ନିର୍ବାଚନ ପରିଚାଳନାରେ ନିୟୋଜିତ…

ଆଲିଗଡ଼: ବେକରେ ଚପଲ ହାର ପିନ୍ଧି ନିଜ ପାଇଁ ଭୋଟ୍‌ ମାଗୁଛନ୍ତି ଏହି ପ୍ରାର୍ଥୀ, ସହରରେ ଚର୍ଚ୍ଚା

ଗଣତନ୍ତ୍ରରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ କାହାକୁ ବାରଣ ନାହିଁ । ଆପଣ ଚାହିଁଲେ ଏକୁଟିଆ ମଧ୍ୟ ବଡ଼ ନେତାଙ୍କ ବିପକ୍ଷରେ ମଇଦାନକୁ ଓହ୍ଲାଇପାରିବେ । ଉତ୍ତର ପ୍ରଦେଶର ଆଲିଗଡ଼ରେ ଏମିତି ହିଁ କିଛି ଦେଖିବାକୁ ମିଳିଛି । ମାନବ ଅଧିକାରର ଲଢ଼େଇ ଲଢ଼ୁଥିବା ଭ୍ରଷ୍ଟାଚାର ବିରୋଧୀ ସେନାର…

ବିଜେପିରେ ମିଶିଲେ ବକ୍ସର ବିଜେନ୍ଦର ସିଂ, କଂଗ୍ରେସ ଟିକେଟ୍‌ରେ ଲଢ଼ିଥିଲେ ୨୦୧୯ ନିର୍ବାଚନ

ଅନ୍ତର୍ଜାତୀୟ ବକ୍ସର ବିଜେନ୍ଦର ସିଂ ବିଜେପିରେ ଯୋଗ ଦେଇଛନ୍ତି । ବିଜେପି ସାଧାରଣ ସମ୍ପାଦକ ବିନୋଦ ତାୱଡେ ତାଙ୍କୁ ସ୍ୱାଗତ କରି ଦଳର ସଦସ୍ୟତା ପ୍ରଦାନ କରିଥିଲେ । ତାୱଡେ କହିଛନ୍ତି ଯେ ବିଜେନ୍ଦର ସିଂ ବିକଶିତ ଭାରତର ସଂକଳ୍ପ ପୂରଣ କରିବା ପାଇଁ ବିଜେପିରେ ସାମିଲ ହୋଇଛନ୍ତି । ତାଙ୍କ…

ମଣ୍ଡିରେ କଙ୍ଗନା ରାଣାଓ୍ଵତଙ୍କ ରୋଡ୍‌ ଶୋ’, କହିଲେ, ‘ମୋତେ ଜଣେ ହିରୋଇନ୍‌ ବୋଲି ଭାବନ୍ତୁ ନାହିଁ’

ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ତଥା ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ ଶୁକ୍ରବାର ରୋଡ୍‌ ଶୋ’ କରିଛନ୍ତି । ଏହି ସମୟରେ କଙ୍ଗନା ଲୋକଙ୍କୁ ସମ୍ବୋଧିତ କରିଥିଲେ । ସେ କହିଥିଲେ ଯେ କଙ୍ଗନା ଜଣେ ହିରୋଇନ୍ କି ଷ୍ଟାର୍‌ ବୋଲି ଭାବନ୍ତୁ ନାହିଁ । କଙ୍ଗନାଙ୍କୁ ନିଜର ଭଉଣୀ,…

ଲୋକସଭା ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କଲା ବିଜେଡି, ଭୁବନେଶ୍ବରରୁ ଲଢ଼ିବେ ମନ୍ମଥ ରାଉତରାୟ

ଭୁବନେଶ୍ୱର (କେନ୍ୟୁଜ): ୯ ଲୋକସଭା ପ୍ରାର୍ଥୀ ଘୋଷଣା କଲା ବିଜେଡି । ସମ୍ବଲପୁର- ପ୍ରଣବ ପ୍ରକାଶ ଦାସ । କେନ୍ଦ୍ରାପଡ଼ା- ଅଂଶୁମାନ ମହାନ୍ତି । କଳାହାଣ୍ଡି- ଲମ୍ବୋଦର ନିଆଲ । ସୁନ୍ଦରଗଡ଼- ଦିଲ୍ଲୀପ ତିର୍କୀ । ମୟୂରଭଞ୍ଜ- ସୁଦାମ ମାର୍ଣ୍ଡି । ଆସିକା- ରଞ୍ଜିତା ସାହୁ । କୋରାପୁଟ- କୌଶଲ୍ୟା…

ସମ୍ବଲପୁର ଦେଖିବ ବିଗ୍ ଫାଇଟ : ଧର୍ମେନ୍ଦ୍ର ବନାମ ପ୍ରଣବଙ୍କ ଭିତରେ ହୋଇପାରେ କଡ଼ା ମୁକାବିଲା

ଭୁବନେଶ୍ୱର (କେନ୍ୟୁଜ): ସମ୍ବଲପୁର ଦେଖିବ ବିଗ୍ ଫାଇଟ । ୨୦୨୪ ସାଧାରଣ ନିର୍ବାଚନରେ ସମ୍ବଲପୁର ଲୋକସଭା ଆସନରେ ଦେଖିବାକୁ ମିଳିବ ସବୁଠାରୁ ବଡ଼ ଲଢ଼େଇ । ଧର୍ମେନ୍ଦ୍ର ପ୍ରଧାନ ବନାମ ବବି ଦାସ । ନବୀନ ନିବାସ ୱାର ରୁମରେ ସମ୍ବଲପୁର ସଂସଦୀୟ କ୍ଷେତ୍ରକୁ ନେଇ ବସିଥିବା ବୈଠକରେ ଏନେଇ ସଙ୍କେତ…

ମଣିପୁରରେ ରିଲିଫ୍‌ କ୍ୟାମ୍ପ୍‌ରେ ରହୁଥିବା ୫୦,୦୦୦ ଲୋକ ସେହିଠାରୁ ହିଁ ଭୋଟ୍‌ ଦେବେ: ନିର୍ବାଚନ ଆୟୋଗ

ହିଂସା ପ୍ରଭାବିତ ମଣିପୁରରେ ରିଲିଫ୍‌ କ୍ୟାମ୍ପରେ ରହୁଥିବା ଲୋକେ ସେହିଠାରୁ ହିଁ ମତଦାନ କରିବେ । ସେମାନଙ୍କୁ ରିଲିଫ୍‌ କ୍ୟାମ୍ପ୍‌ରେ ଲୋକସଭା ନିର୍ବାଚନରେ ଭୋଟ୍ ଦେବାକୁ ଅନୁମତି ଦିଆଯିବ ବୋଲି ନିର୍ବାଚନ ଆୟୋଗ କହିଛନ୍ତି । ଲୋକସଭା ନିର୍ବାଚନ ତାରିଖ ଘୋଷଣା ବେଳେ ମଣିପୁର ସହ ଜଡିତ ଏକ…