Browsing Tag

lok sabha election

ଟିକେଟ୍‌ ଫେରାଇଲେ ବିଜେପି ସାଂସଦ, ନିର୍ଦ୍ଦୋଷ ପ୍ରମାଣିତ ନ ହେବା ଯାଏ ଲଢ଼ିବେନି ନିର୍ବାଚନ

ଉତ୍ତର ପ୍ରଦେଶର ବାରାବଙ୍କିରୁ ବିଜେପି ସାଂସଦ ଉପେନ୍ଦ୍ର ସିଂ ରାୱତ ୨୦୨୪ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମନା କରି ଦେଇଛନ୍ତି । ତାଙ୍କର ଏକ ଭିଡିଓ ଭାଇରାଲ ହେବା ପରେ ସାଂସଦ ଏହି ନିଷ୍ପତ୍ତି ନେଇଛନ୍ତି । ବିଜେପି ଏଥର ମଧ୍ୟ ତାଙ୍କୁ ବାରାବଙ୍କିରୁ ଟିକେଟ ଦେଇଥିଲା ।…

ବିଜେପିର ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା, ବାରଣାସୀରୁ ପୁଣି ଥରେ ନିର୍ବାଚନ ଲଢିବେ ମୋଦି

ନୂଆଦିଲ୍ଲୀ : ମିଶନ ୪୦୦ ପାଇଁ ଆସିଲା ବିଜେପିର ଲୋକସଭା ପ୍ରାର୍ଥୀ ତାଲିକା । ୧୯୫ ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୩୪ କେନ୍ଦ୍ର ଓ ରାଷ୍ଟ୍ରମନ୍ତ୍ରୀ, ଲୋକସଭା ବାଚସ୍ପତି ଏହି ତାଲିକାରେ ରହିଛନ୍ତି। ବାରଣାସୀରୁ ପୁଣି ଥରେ…

ଲୋକସଭା ନିର୍ବାଚନ: ସମାଜବାଦୀ ପାର୍ଟି ଜାରି କଲା ୧୬ ପ୍ରାର୍ଥୀଙ୍କ ପ୍ରଥମ ତାଲିକା, ମେନପୁରୀରୁ ଲଢ଼ିବେ ଡିମ୍ପଲ ଯାଦବ

ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ଲୋକସଭା ନିର୍ବାଚନ ପାଇଁ ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି । ଦଳ ଏହି ତାଲିକାରେ ୧୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ସପା ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବଙ୍କୁ ମେନପୁରୀରୁ ପ୍ରାର୍ଥୀ ଭାବରେ ଛିଡ଼ା କରାଇଛି । ଏହିପରି…

ମାୟାବତୀଙ୍କ ବଡ଼ ଘୋଷଣା; ‘ଆମେ ଏକାକୀ ଲଢ଼ିବୁ ଲୋକସଭା ନିର୍ବାଚନ, ମେଣ୍ଟରେ ଆମକୁ ହେବ କ୍ଷତି’

ବହୁଜନ ସମାଜପାର୍ଟି (ବିଏସ୍‌ପି) ଆଗାମୀ ଲୋକସଭା ନିର୍ବାଚନ ଏକାକୀ ଲଢ଼ିବାକୁ ଘୋଷଣା କରିଛି । ବିଏସ୍‌ପି ମୁଖ୍ୟ ମାୟାବତୀ କହିଛନ୍ତି, କୌଣସି ଦଳ ସହିତ ମେଣ୍ଟ କଲେ ନିର୍ବାଚନରେ କ୍ଷତି ସହିବାକୁ ପଡ଼ିବ । ଏଥିପାଇଁ ସେ ଏକୁଟିଆ ହିଁ ନିର୍ବାଚନ ଲଢ଼ିବାକୁ ନିର୍ଣ୍ଣୟ ନେଇଛନ୍ତି । ମାୟାବତୀ…

ରାହୁଲ ଗାନ୍ଧି ଆମେଠିରୁ ଲଢ଼ିବେ ଲୋକସଭା ନିର୍ବାଚନ, ୟୁପି କଂଗ୍ରେସ ଅଧ୍ୟକ୍ଷଙ୍କ ବଡ଼ ଘୋଷଣା

ଲୋକସଭା ନିର୍ବାଚନ ୨୦୨୪କୁ ନେଇ ସମସ୍ତ ଦଳ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଏହାରି ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ୟୁପି କଂଗ୍ରେସର ନୂତନ ଅଧ୍ୟକ୍ଷ ଅଜୟ ରାୟ କହିଛନ୍ତି ଯେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଆମେଠିରୁ ନିର୍ବାଚନ ଲଢ଼ିବେ। ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟ ଘୋଷଣା…

ମୋଦି କ୍ୟାବିନେଟରେ ଓଡ଼ିଶାରୁ କାହାକୁ ଓ କେତେ ଜଣଙ୍କୁ ମିଳିବ ସ୍ଥାନ : ଚର୍ଚ୍ଚାରେ ଧର୍ମେନ୍ଦ୍ର, ଜୁଏଲ୍‌ ଏବଂ ସୁରେଶ…

ଆସନ୍ତା ୩୦ ତାରିଖରେ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ। ନୂଆ ମନ୍ତ୍ରୀ ଶପଥ ନେବେ। ଏଥିରେ ଓଡ଼ିଶାରୁ କେତେ ରହିବେ। ଅଧିକ ଚର୍ଚ୍ଚାରେ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ସୁରେଶ ପୂଜାରୀ । ଏହାରି ଭିତରେ, ପ୍ରତାପ ଷଡ଼ଙ୍ଗୀଙ୍କ ନାଁ ମଧ୍ୟ ଉଠୁଛି। ପ୍ରତାପଙ୍କର ଆରଏସ୍‌ଏସ୍‌ ସମର୍ଥନ ଥିବା ଚର୍ଚ୍ଚା…

ଏହି ପ୍ରାର୍ଥୀଙ୍କୁ ମିଳିଛି ମାତ୍ର ୫ ଟି ଭୋଟ୍, କାନ୍ଦି କାନ୍ଦି କହିଲେ ଘର ଲୋକ ଦେଇଛନ୍ତି ଧୋକା

ଏକଜିଟ୍ ପୋଲ୍ ପ୍ରଥମେ ବିରୋଧୀଙ୍କ ଆଶ୍ଚର୍ଯ୍ୟ କରିଥିଲା । ଆଉ କାଲିର ରେଜଲ୍ଟ ବଳିଥିବା ବାକି ଆଶାକୁ ମଉଲାଇ ଦେଲା । ପୁଣି ଥରେ ଦେଶରେ ଚାଲିଲା ମୋଦି ମ୍ୟାଜିକ୍ । ଲୋକତନ୍ତ୍ରର ସବୁଠୁ ବଡ଼ ଶକ୍ତି ଭୋଟ୍ ଯାହାର ଚୋଟ ପୁଣି ଥରେ ବିରେଧୀଙ୍କ ଉପରେ ପଡିଛି । ତେବେ ହାର ଜିତର ଏହି ଖେଳରେ କିଛି…

ବିଜେପି ବିଜୟ ହେବାର ୧୦ ବଡ଼ କାରଣ, କଂଗ୍ରେସ ବୁଝିପାରିଲାନି ଶାହଙ୍କ ଗଣିତ ଆଉ ମୋଦିଙ୍କ ଏହି ରଣନୀତି

ନୂଆଦିଲ୍ଲୀ : ୨୦୧୯ ନିର୍ବାଚନରେ ହୋଇଥିବା ଏକଜିଟ୍‌ ପୋଲ ଏବେ ସଫଳ ହୋଇଛି । ଦେଶରେ ପୁଣି ମୋଦି ମ୍ୟାଜିକ କାମ କରିଛି  । ହେଲେ ମୋଦିଙ୍କୁ ଜିତାଇବା ପାଇଁ ଯେଉଁ ଫ୍ୟାକ୍ଟର କାମ କରିଲା ବୋଧ ହୁଏ କଂଗ୍ରେସ ତାହାକୁ ବୁଝିପାରିନଥିଲା । ଯେଉଁଥପାଇଁ ପରାଜୟର ସ୍ୱାଦ ଚାଖିବାକୁ ପଡିଲା । ତେବେ କଣ…

ଜନମତ ୨୦୧୯ : ହାର ଜିତର ହିସାବ ନିକାଶ, ଜାଣନ୍ତୁ କେଉଁ ଆସନରେ କିଏ ରହିଛି ଆଗରେ ଆଉ କିଏ ପଛରେ

ଶେଷ ହୋଇଛି ଅପେକ୍ଷା । ରାଜ୍ୟରେ ପୁଣି ବାଜିଲା ଶଙ୍ଖ । ୧୬ଟି ଲୋକସଭା ଆସନରେ ବିଜେଡି ଆଗୁଆ ଥିବା ବେଳେ ବିଜେପି ୫ ଟାରେ ରହିଛି ଆଗୁଆ । ହେଲେ ଖାତା ଖୋଲିପାରି ନାହିଁ କଂଗ୍ରେସ୍ । ସେହିପରି ୧୧୫ ଟି ବିଧାନସଭା ଆସନରେ ବିଜେଡି ଆଗୁଆ ରହିଥିବା ବେଳେ ୨୧ ଟିରେ ଆଗୁଆ ରହିଛି ବିଜେପି ଏବଂ ୮ଟିରେ…

ଏକଜିଟ୍‌ ପୋଲ ପରେ ଏନଡିଏ ଶିବିର ଉତ୍ସାହିତ ! ବିରୋଧୀଙ୍କ ମତ, ଏକଜିଟ୍‌ ନୁହେଁ ଏକଜାଟ୍‌ ରେଜଲ୍ଟ

ଏକଜିଟ ପୋଲ ଆକଳନ ଅନୁସାରେ ସରକାର ଗଢିବ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର। ବିଜେପି ପୂର୍ବରୁ ପୂର୍ଣ୍ଣ ବହୁମତ ନେଇ ଦାବି କରିଆସିଛି । ସହଯୋଗୀ ଦଳ ମଧ୍ୟ ନିଜ ରାଜ୍ୟରେ ଭଲ ପ୍ରଦର୍ଶନ ନେଇ ଆଶାବାଦୀ । ମେ ୨୩ରେ ଏହା ସ୍ପଷ୍ଟ ହେବ ବୋଲି କହିଛନ୍ତି ବିଜେପି ସାଧାରଣ ସଂପାଦକ ରାମ ମାଧବ।…

୭୨ ଘଣ୍ଟାରୁ କମ୍‌ ସମୟ, ଆସି ଯିବ ଫଳାଫଳ . . ଓଡ଼ିଶାରେ କିଏ ଗଢ଼ିବ ସରକାର ?

୭୨ ଘଣ୍ଟାରୁ କମ୍‌ ସମୟ । ଆସି ଯିବ ଫଳାଫଳ। ଓଡ଼ିଶାରେ କିଏ ଗଢ଼ିବ ସରକାର । ନବୀନ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହେବେ? ନା ପରିବର୍ତ୍ତନ ହେବ ସରକାର ? ବିଭିନ୍ନ ଏକ୍‌ଜିଟ୍‌ ପୋଲ କହୁଛି, ନବୀନ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହୋଇ ପାରନ୍ତି । ପ୍ରଗତିବାଦୀ ଏକ୍‌ଜିଟ୍‌ ପୋଲରେ ଜଣାପଡିଛି, ବିଜେଡି ୧୦୫-…

ଫେଲ୍‌ ମାରିବ କି ଓଡ଼ିଶା ପାଇଁ ବିଜେପିର ମିଶନ ୧୨୦ ପ୍ଲସ ? ପୁଣି ମୁଖ୍ୟମନ୍ତ୍ରୀ ହେବେ ନବୀନ

ଫେଲ୍‌ ମାରିବ କି ଓଡ଼ିଶା ପାଇଁ ବିଜେପିର ମିଶନ ୧୨୦ ପ୍ଲସ ? ପଞ୍ଚାୟତ ନିର୍ବାଚନ ପରେ ରାଜ୍ୟରେ ମିଶନ ୧୨୦ ପ୍ଲସର ନାରା ଦେଇଥିଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ହେଲେ ଗତକାଲି ଆସିଥିବା ସମସ୍ତ ଏକଜିଟ୍‌ ପୋଲରେ ବିଜେପିର ମିଶନକୁ ଧକ୍କା ଲାଗିଲା ଭଳି ଆସିଛି ତଥ୍ୟ। କିନ୍ତୁ ରାଜ୍ୟ ବିଜେପି…